Home ଓଡ଼ିଶା ପିସିସି ସଭାପତିଙ୍କ ଶୁଭେଚ୍ଛା ବାର୍ତ୍ତା

ପିସିସି ସଭାପତିଙ୍କ ଶୁଭେଚ୍ଛା ବାର୍ତ୍ତା

103

ଭୁବନେଶ୍ୱର ୫/୯ (ଓଡ଼ିଆ ପୁଅ)- ଯୁକ୍ତ ଦୁଇ କଳାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଛନ୍ତି। ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ଧୈର୍ଯ୍ୟହରା ନହୋଇ ଆଗାମୀ ପରୀକ୍ଷାରେ ସଫଳତା ପାଇବା ପାଇଁ ଧୈର୍ଯ୍ୟର ସହ ନିରନ୍ତର କଠିନ ପରିଶ୍ରମ ଜାରି ରଖିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.