Home ଜିଲ୍ଲା ପରିକ୍ରମା ପିକନିକ୍ ସ୍ଥାନରେ ପର୍ଯ୍ୟଟକମାନଙ୍କ ଭିଡ଼

ପିକନିକ୍ ସ୍ଥାନରେ ପର୍ଯ୍ୟଟକମାନଙ୍କ ଭିଡ଼

64

ପୁରୀ, ୨୩-୧୨ (ଓଡ଼ିଆ ପୁଅ) ପୁରୀ ସହରରେ ଆଖପାଖ ଅଞ୍ଚଳରେ ଥିବା ପିକନିକ୍ ସ୍ପଟ୍ ଗୁଡ଼ିକରେ ମଧ୍ୟ ପର୍ଯ୍ୟଟକ ସମାଗମ ବୃଦ୍ଧି ପାଉଛି। ବିଶେଷ ଭାବରେ ବାଲି ହରଚଣ୍ଡୀ, ରାମଚଣ୍ଡୀ ଓ କୋଣାର୍କ ଅଞ୍ଚଳରେ ପ୍ରବଳ ଭିଡ଼ ଦେଖା ଯାଉଛି। ବଣ ଭୋଜି କରିବା ନିମନ୍ତେ ସହର ରବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକମାନଙ୍କର ଆଗମନ ବୃଦ୍ଧି ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.