Home ଓଡ଼ିଶା ପାରିତ ହେଲା ୟୁଏପିଏ ବିଲ୍

ପାରିତ ହେଲା ୟୁଏପିଏ ବିଲ୍

191

ନୂଆଦିଲ୍ଲୀ,୦୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଅନ୍‌ଲଫୁଲ ଆକ୍ଟିଭିଟିସ୍‌ ପ୍ରିଭେନ୍‌ସନ ଆକ୍ଟ-ୟୁଏପିଏ ସଂଶୋଧନ ବିଲ୍‌ ସଂସଦରେ ଗୃହୀତ ହୋଇଛି । ପାରିତ ହେବା ପରେ ବିଲ୍ ସପକ୍ଷରେ ୧୪୭ଟି ଓ ବିପକ୍ଷରେ ୪୨ଟି ଭୋଟ ପଡ଼ିଛି।

ତେବେ ପୂର୍ବରୁ ଏହା ଲୋକସଭାରେ ପାସ୍‌ ହୋଇଥିଲା । ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ସଂଶୋଧନକୁ କଂଗ୍ରେସ ବିରୋଧ କରୁଥିବା ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ଏ‌ହାକୁ ସମର୍ଥନ କରିଥିଲା।   ପୁରୁଣା ନିୟମରେ ଡିସିପି କିମ୍ବା ଏପିସି କିମ୍ବା ଏହାଠାରୁ ଅଧିକ ର‍୍ୟାଙ୍କର ଅଧିକାରୀ ତଦନ୍ତ କରି ପାରୁଥିଲେ। ନୂଆ ନିୟମରେ ଆତଙ୍କବାଦ ସଂଜ୍ଞାର ପରିସର ବ୍ୟାପକ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.