Home ଅନୁଗୁଳ ପାଣିରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ପାଣିରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

130

ଅନୁଗୁଳ, ୩୧/୧୦, (ଓଡ଼ିଆ ପୁଅ/ପି ନାୟକ): ଆଜି ଅନୁଗୁଳ ଜିଲ୍ଲା ତାଳଚେରର ବାଇପାସ୍ ନିକଟରେ ଥିବା କେନାଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଦେହଟି ପାଣିରେ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଆସି ଶବକୁ ପାଣିରୁ ଉଦ୍ଧାର କରିଥିଲା। ପଚରା ଉଚୁରା ପରେ ବି ଯୁବକଙ୍କ ପରିଚୟ ମିଳିପାରିନାହିଁ। ଏବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ତେବେ ତାଙ୍କର କେଉଁ ଅବସ୍ଥାରେ ମୃତ୍ୟୁ ହୋଇଛି,  କିଏ ମାରିଛି, ଯଦି ମାରିଛି କେଉଁ କାରଣ ପାଇଁ ମାରିଛି ତାହା ଏବେବି ଅସ୍ପଷ୍ଟ ରହିଛି। କିଏ ମାରି ପାଣିରେ ଫିଙ୍ଗି ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.