Home ଓଡ଼ିଶା ପାଇଖାନା ଟାଙ୍କି ହେଲା କାଳ

ପାଇଖାନା ଟାଙ୍କି ହେଲା କାଳ

402

ଭୁବନେଶ୍ଵର,୦୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ରାଜଧାନୀରେ ଭୁବନେଶ୍ଵରରେ ଘଟିଛି ଅଭାବନୀୟ ଘଟଣା। ରାଜଧାନୀ ଉପକଣ୍ଠ ପ୍ରାଚୀ ବିହାରରେ କାମ କରୁଥିବା ସମୟରେ  ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଘର ତିଆରି ଚାଲୁଥିଲା ବେଳେ ସେଥିରେ ୩ ଜଣ ଶ୍ରମିକ ନିୟୋଜିତ ଥିଲେ | ତେବେ ସେଫଟିକ୍‌ ଟାଙ୍କିର ଫଲସ୍‌ ଖସିପଡିବାରୁ ଏହି ଶ୍ରମିକମାନଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.