Home ଜିଲ୍ଲା ପରିକ୍ରମା ପହଣା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ପହଣା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

3

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ପହଣା କ୍ଲଷ୍ଟରରେ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବରେ ୧୬ ଗୋଟି ୍ୱିଦ୍‌ଯାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ସଂଗୀତ, ବକ୍ତୃତା, ନୃତ୍ୟ, ଏକକ ଅଭିନୟ ଆଦିରେ ଭାଗ ନେଇଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଦାନନ୍ଦ ନାୟକ, ମୁଖ୍ୟବକ୍ତା ଶିକ୍ଷାବିତ ଗଦାଧର ବିଶ୍ୱାଳ, ସମ୍ମାନୀୟ ଅତିଥି ଭୋ୍ୱ ଦୋଳଗୋବିନ୍ଦ ମଲିକ, ପ୍ରଭାକର ଜେନା, ସିଆରସିସି ଦିଲିପ ଶେଖର ନାୟକ, ପ୍ରଧାନଶିକ୍ଷକ ସୁବୋଧ ଶେଖର ଖୁଂଟିଆ, ରାଜଶ୍ରୀ ବିଶ୍ୱାଳ, ଅଞୁଲତା ପୁହାଣ, ମଙ୍ଗୁଳି ଚରଣ ସେଠୀ, ଚକ୍ରଧର ଜେନା ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.