Home କେନ୍ଦୁଝର ପଲ୍ଲିଶ୍ରୀ ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବ ୧୦ରେ

ପଲ୍ଲିଶ୍ରୀ ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବ ୧୦ରେ

13

ହାଟଡ଼ିହି-୨୧/୩, (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଆଞ୍ଚଳିକ ପଲ୍ଲିଶ୍ରୀ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ଉତ୍ସବ ଆସନ୍ତା ଏପ୍ରିଲ ୧୦ତାରିଖ ଦିନ ଅନୁଷ୍ଠିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସମସ୍ତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ପୁର୍ବରୁ ଏହା ମାର୍ଚ୍ଚ ମାସ ୨୮ତାରିଖରେ ହେବାକୁ ସ୍ଥିର କରାଯାଇଥିବାବେଳେ କିଛି ଅନିର୍ବାଯ୍ୟ କାରଣ ବସତ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ସର୍ବେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ସକାଳ ୧୦ଟାରୁ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଚିନ୍ତାମଣି ଦାସ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.