Home ଓଡ଼ିଶା ପଟ୍ଟା ନମିଳିବାରୁ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ

ପଟ୍ଟା ନମିଳିବାରୁ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ

110

ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବସ୍ତି ବାସିନ୍ଦାଙ୍କୁ ଜମିପଟା ମିଳିନଥିବାରୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଗ୍ରାମବାସୀ।

କେନ୍ଦୁଝର ଜିଲ୍ଲା ପୌର ପରିଷଦ ଅର୍ନ୍ତଗତ ୧୫ ନମ୍ବର ଓ୍ଵାର୍ଡ ଝାଡେଶ୍ୱର ମାଝିସାହି ବସ୍ତି ବାସିନ୍ଦା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଏହା ଜଣାଇଛନ୍ତି। ଦୀର୍ଘଦିନ ଧରି ଏଠାରେ ରହୁଥିବା ଗରିବ ପରିବାରକୁ ଭୂମୀହୀନ ପଟା ମିଳିନି। ଏନେଇ ବାରମ୍ବାର ତହସିଲ କର୍ତ୍ତୁପକ୍ଷ ଓ ଉପଖଣ୍ଡ ପ୍ରଶାସନ ନିକଟରେ ଦାବି କରାଯାଇଥୀଲେ ମଧ୍ୟ କେହି ଶୁଣୁ ନାଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ଉପ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.