Odiapua.com

ପଞ୍ଚାୟତ ନିର୍ବାଚନ : ୱାର୍ଡ ମେମ୍ବର, ସରପଂଚ ଓ ସମିତିସଭ୍ୟଙ୍କ ପାଇଁ ଜାରି ହେଲା ନିର୍ବାଚନ ଚିହ୍ନ

ଭୁବନେଶ୍ୱର ୩୦ -୧୨ (ଓଡ଼ିଆ ପୁଅ) ଆସୁଛି ପଞ୍ଚାୟତ ନିର୍ବାଚନ। ବଢ଼ିଲା ନିର୍ବାଚନ ତାତି। ତେବେ ୱାର୍ଡ ମେମ୍ବର, ସରପଂଚ ଓ ସମିତିସଭ୍ୟଙ୍କ ପାଇଁ ଜାରି ହେଲା ନିର୍ବାଚନ ଚିହ୍ନ। ଚିହ୍ନ ଗୁଡିକ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

ତେବେ ୱାର୍ଡ ମେମ୍ବରଙ୍କ ପାଇଁ ୧୫ ଟି ଚିହ୍ନ ଥିହା ବେଳେ, ସରପଞ୍ଚ ପାଇଁ ୩୨ ଏବଂ ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି। ଦେଖନ୍ତୁ ପୁରା ତାଲିକା।

ନିର୍ବାଚନ ସଙ୍କେତ ନିର୍ବାଚନ ସଙ୍କେତ ନିର୍ବାଚନ ସଙ୍କେତ ନିର୍ବାଚନ ସଙ୍କେତ
ୱାର୍ଡ ମେମ୍ବର ସରପଂଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ (ମୁକ୍ତ ଚିହ୍ନ)
ଶଗଡଗାଡି ଖୋଲା ବହି କେଟିଲି ଖଟ (ଝୁଲୁଥିବା ବିଛଣା)
ନିକିତି ମାଛ ତାଲା ଓ ଚାବି ବାଳକ ଓ ବାଳିକା
କଲମ ସୂର୍ଯ୍ୟ ଚଷମା ବାଲତି
ନଡ଼ିଆଗଛ ଖୋଲା ଛତା ହାତପଙ୍ଖା ଚିଠି ବାକ୍ସ
ଚାରା ଲଗାଉଥିବା ବାଳକ ଲଙ୍ଗଳ କପ୍ ଓ ପ୍ଲେଟ ନାଗରା
ସାଇକେଲ ନିଶୁଣି ମାଠିଆ ହାର
ଗାଜର ବରଗଛ ସପୁରୀ ଜଗ୍
କଇଁଚି ମୋଟରକାର ଘଣ୍ଟି ମୁଦି
ଚୌକି ଲଣ୍ଠନ କଣ୍ଢେଇ କରତ
କୁଟୀର ବାଇଗଣ ବ୍ୟାଟ୍‌ସ ମ୍ୟାନ ସିଲେଇ ମେସିନ୍
ଫ୍ରକ ଝୁଡ଼ି ଗିଲାସ ନୌକା
ଚାମଚ ମହମବତୀ ଫୁଟବଲ୍ ଟେବୁଲ ଲ୍ୟାମ୍ପ
ଟର୍ଚ୍ଚ ବେଲୁନ୍ କୋଟ ନଟୁ
କ୍ରିକେଟ ବ୍ୟାଟ କ୍ୟାମେରା ମକା ଭାଓଲିନ୍
ଟେଲିଫୋନ ପାନିଆଁ ଗୁଡି ଗ୍ୟାସ ଷ୍ଟୋଭ
ମୋଟର ସାଇକେଲ୍ ଉଡାଜାହାଜ ହାରମୋନିୟମ
ଟୋପି ବଂଶୀ ରୋଡ ରୋଲର
ପ୍ରେସର କୁକର୍ ଟେଲିଭିଜନ
ହ୍ୱିସିଲ ପାଣି ବୋତଲ
ଚଲାବାଡି
ଉଲ
ଚୁଡି
କଳାପଟା
ଟେବୁଲ
ଛାତପଙ୍ଖା
ସେଓ
କଦଳୀ
ଗ୍ୟାସ୍ ସିଲିଣ୍ଡର
ଦମକଳ
ଜିପ୍
ସବାରି
ବିଜୁଳିବଲ୍ବ