Home ଓଡ଼ିଶା ନୟାଗଡ଼ ଲକ୍ଷ୍ମୀପ୍ରସାଦରେ କରୋନା ଚିହ୍ନଟ, ସରପଂଚ କଲେ କଟକଣା

ନୟାଗଡ଼ ଲକ୍ଷ୍ମୀପ୍ରସାଦରେ କରୋନା ଚିହ୍ନଟ, ସରପଂଚ କଲେ କଟକଣା

82

ନୟାଗଡ଼, ୧୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ବ୍ଳକ ଲକ୍ଷ୍ମୀପ୍ରସାଦରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ନେଇ ଲକ୍ଷ୍ମୀପ୍ରସାଦ ସରପଂଚ ଇଂ ସୌମ୍ୟ ରଂଜନ ପ୍ରଧାନ କୋଭିଡ କଟକଣାକୁ ଜୋରଦାର କରିଛନ୍ତି। ସେ ଲକ୍ଷ୍ମୀପ୍ରସାଦର ଗୋଟିଏ ସାହିକୁ ନାକାବନ୍ଦୀ କରିଥିବାବେଳେ ଘରୁ ନବାହାରିବା ପାଇଁ କଡ଼ା ନିୟମ ଜାରି କରିଛନ୍ତି। ସାମାଜିକ ଦୂରତ୍ୱ ସହ ମୁହଁରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.