Home ଓଡ଼ିଶା ନୟାଗଡ଼ରେ କରୋନା ସ୍ଥିତି ବୁଝିଲେ ୫-ଟି ସଚିବ

ନୟାଗଡ଼ରେ କରୋନା ସ୍ଥିତି ବୁଝିଲେ ୫-ଟି ସଚିବ

170

ନୟାଗଡ଼, ୧୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର କରୋନା ସ୍ଥିତି କେମିତି ଅଛି ଏହାର ଜାଣିବା ପାଇଁ ୫-ଟି ସଚିବ ନୟାଗଡ଼ ଭିଡ଼ିଓ କନ୍ଫେରେସିଂରେ ଏହାର ସମୀକ୍ଷା କରିଛନ୍ତି। ଚାନ୍ଦପୁର କୋଭିଡ ହସ୍‌ପିଟାଲ, ପିଟିଏସ କୋଭିଡ୍ ହସ୍‌ପିଟାଲ ଓ ଖଣ୍ଡପଡ଼ା କୋଭିଡ ହସ୍‌ପିଟାଲ ର କରୋନା ସଂକ୍ରମଣଙ୍କ ଅବସ୍ଥା ବୁଝିବା ସହିତ ଲାଠିପଡ଼ା ଠାରେ ଥିବା କୋଭିଡ୍ ହସପିଟାଲର ବିଭିନ୍ନ ସୁବିଧା ଅସୁବିଧା ବୁଛିଛନ୍ତି। ଜିଲାପାଳ ଡଃ ପୋମା ଟୁଡୁ ନୟାଗଡ଼ର କରୋନା ସମ୍ପର୍କୀତ ପଦକ୍ଷେପ ଓ ବ୍ୟବସ୍ଥା ଉପରେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.