Home ଜିଲ୍ଲା ପରିକ୍ରମା ନେରଡା ପଂଚାୟତ ନେତୃମଣ୍ଡଳୀଙ୍କ ସହ ବିଧାୟକ ସଂଜୀବ ମଲ୍ଲିକଙ୍କ ଆଲୋଚନା

ନେରଡା ପଂଚାୟତ ନେତୃମଣ୍ଡଳୀଙ୍କ ସହ ବିଧାୟକ ସଂଜୀବ ମଲ୍ଲିକଙ୍କ ଆଲୋଚନା

4

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ନେରଡ଼ା ଗ୍ରାମ ପଂଚାୟତର ଆଗଧାଡିର ଯୁବ ନେତୃମଣ୍ଡଳୀ ଆଜି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏବଂ ଗ୍ରାମ ପଂଚାୟତ ର ବିଭିନ୍ନ ସମସ୍ୟାକୁ ନେଇ ଭଣ୍ଡାରିପୋଖରୀ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ରାଜକିଶୋର ମଲ୍ଲିକ,ଭୋଗବାନ ଓଝା,ଦିଲ୍ଲୀପ କୁମାର ବେହେରା,ସୁକାନ୍ତ ବେହୁରିଆ,ପ୍ରମୋଦ ନାୟକ, ନିରାକାର ଭାରତୀ, ପ୍ରଭାକର ପଣ୍ଡା, ଚିତରଞ୍ଜନ ମାହାଳିକଙ୍କ ସମେତ ବହୁ ଯୁବ ସଙ୍ଗଠକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.