Home Top News ନିର୍ମାଣାଧୀନ ସୁଢ଼ଙ୍ଗ ଭୁଷୁଡ଼ିଲା, ଅନେକେ ଫସି ରହିଥିବା ସମ୍ଭାବନା

ନିର୍ମାଣାଧୀନ ସୁଢ଼ଙ୍ଗ ଭୁଷୁଡ଼ିଲା, ଅନେକେ ଫସି ରହିଥିବା ସମ୍ଭାବନା

95

ନୂଆ ଦିଲ୍ଲୀ ୨୦-୫ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ରାମ୍ବାନର ମେକରକୋଟେ ଅଞ୍ଚଳରେ ଏକ ନିର୍ମାଣାଧୀନ ଟନେଲର ଏକ ଅଂଶ ଗୁରୁବାର ଭୁଷୁଡ଼ି ପଡିଛି। ରିପୋର୍ଟ ଅନୁଯାୟୀ, ଅନେକ ଲୋକ ଫସି ରହିଛନ୍ତି। ଏହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ରାମବାନ୍ ଡେପୁଟି କମିଶନରଙ୍କ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।

ଏହି ନିର୍ମାଣାଧୀନ ସୁଢ଼ଙ୍ଗର ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଖୋମୁ ନାଲା, ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.