Home ଆନ୍ତର୍ଜାତୀୟ ନିଦହାସ ଟି-20 : ଭାରତ-ବାଂଗ୍ଲାଦେଶ ଫାଇନଲ: ଟସ୍ ଜିତି ଭାରତ ବୋଲିଂ ନିଷ୍ପତି: ଟି-20ରେ ବାଂଗ୍ଲାଦେଶ...

ନିଦହାସ ଟି-20 : ଭାରତ-ବାଂଗ୍ଲାଦେଶ ଫାଇନଲ: ଟସ୍ ଜିତି ଭାରତ ବୋଲିଂ ନିଷ୍ପତି: ଟି-20ରେ ବାଂଗ୍ଲାଦେଶ ଠାରୁ କେବେ ହାରିନାହିଁ ଟିମ ଇଣ୍ଡିଆ

130

ଶ୍ରୀଲଙ୍କାରେ ଚାଲୁଥିବା ନିଦହାସ ଟି-20 ଟ୍ରଫିର ଫାଇନଲ ଆଜି କଲୋମ୍ବୋରେ ଖେଳାଯିବ। ପୂର୍ବ ସ୍କୋର ଭାରତର ବିଜୟ ଆଡ଼କୁ ଇଙ୍ଗିତ କରୁଛି

କଲୋମ୍ବୋ ୧୮-୩ (ଓଡ଼ିଆ ପୁଅ) ଶ୍ରୀଲଙ୍କାରେ ଚାଲୁଥିବା ନିଦହାସ ଟି-20 ଟ୍ରଫିର ଫାଇନଲ ଏବେ କିଛି ସମୟ ପରେ କଲୋମ୍ବୋରେ ଆରମ୍ଭ ହେବ। ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତି ନେଇଛି। ଦୁଇ ଟିମର ଖେଳାଳି ଏବେ ବେସ୍ ଉତ୍ସାହରେ।

ଟିମ ଇଣ୍ଡିଆ ଏହି ଟ୍ରଫିରେ କେବଳ ପ୍ରଥମ ମ୍ୟାଚ୍ ହାରି ଥିଲା। ତା’ ପରର ପାଞ୍ଚଟି ମ୍ୟାଚରେ ଜିତିଛି। ଅନ୍ୟ ପଟେ, ବାଂଗ୍ଲାଦେଶ ଅଛି। ଶୁକ୍ରବାର ରାତିରେ ଯେଉଁପରି ଭାବରେରେ ଶ୍ରୀଲଙ୍କାକୁ ହରାଇଥିଲା, ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ। ପୂର୍ବ ସ୍କୋରକୁ ଦେଖିଲେ ଭାରତର ବିଜୟ ଆଡ଼କୁ ଇଂଙ୍ଗିତ କରୁଛି। ଦୁଇଟି ଟିମ୍ ୮ ଥର ଟି-20 ଫ।ର୍ମାଟରେ ଆମନା-ସାମନା ହୋଇଛନ୍ତି। ପ୍ରତ୍ୟେକ ଥର ଭାରତ ବିଜୟ ଲାଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.