Home Coronavirus Outbreak ନିଜାମୁଦିନରୁ ଫେରିଥିବା ୨ ସଂଖ୍ୟାଲଘୁ ସଂପ୍ରଦାୟ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି

ନିଜାମୁଦିନରୁ ଫେରିଥିବା ୨ ସଂଖ୍ୟାଲଘୁ ସଂପ୍ରଦାୟ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି

104

କେନ୍ଦ୍ରାପଡା ୨/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)ଦିଲ୍ଲୀସ୍ଥିତ ନିଜାମୁଦିନର ଏକ ଧର୍ମ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରାପଡା ଫେରିଥିବା ଆଳି ବ୍ଲକ ଓ କେନ୍ଦ୍ରାପଡା ବ୍ଲକ ଅଂଚଳର ୨ ସଂଖ୍ୟାଲଘୁ ସଂପ୍ରଦାୟ ବ୍ୟକ୍ତିଙ୍କୁ ପଞ୍ଜିକୃତ କରାଯିବା ସହିତ ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.