Home ଜିଲ୍ଲା ପରିକ୍ରମା ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ଜିଲ୍ଲା କର୍ମକର୍ତା ଚୟନ

ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ଜିଲ୍ଲା କର୍ମକର୍ତା ଚୟନ

16

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ରେ ଥିବା ନିଖିଳ ଉତ୍କଳ ଚାଷୀ ମୂଲିଆ ସଂଘର କର୍ମକର୍ତା ଚୟନ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦବାଲି ବ୍ଲକ ର ସମାଜସେବୀ ଦୀପକ ଦାସଙ୍କୁ ନିଖିଳ ଉତ୍କଳ ଚାଷୀ ମୂଲିଆ ସଂଘର ଭଦ୍ରକ ଜିଲ୍ଲାର ସହ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଫିରୋଜ ହୁସେନଙ୍କୁ ଚାନ୍ଦବାଲି ବ୍ଲକ ସଭାପତି ଭାବେ ଚୟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଦୀପକ ଦାସ ଏବଂ ଫିରୋଜ ହୁସେନ ଆଗାମୀ ଦିନରେ ଚାନ୍ଦବାଲି ବ୍ଲକ ତଥା ଭଦ୍ରକ ଜିଲ୍ଲାରେ ସମସ୍ତ ଜନସାଧାରଣ ଏବଂ ଚାଷୀଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରିବେ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି। ଦୀପକ ଦାସ ଏବଂ ଫିରୋଜ ହୁସେନ ଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଥିବା ବେଳେ ସେ ନିଖିଳ ଉତ୍କଳ ଚାଷୀ ମୂଲିଆ ସଂଘର ରାଜ୍ୟ ସଂପାଦକ ସତ୍ୟବ୍ରତ ନାୟକ ଏବଂ ଭଦ୍ରକ ଜିଲ୍ଲା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.