Home କେନ୍ଦ୍ରାପଡ଼ା ନିଆଁରେ ପୋଡି ଯୁବକଙ୍କ ମୃତ୍ୟୁ

ନିଆଁରେ ପୋଡି ଯୁବକଙ୍କ ମୃତ୍ୟୁ

29

କେନ୍ଦ୍ରାପଡା, ୧୩ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗ୍ରାମର ସେକ ଜାହିଦଙ୍କ ପୁଅ ସେକ ସାହିଦ(୨୨) ରିନିଦିନ ତଳେ ନିଆଁରେ ପୋଡିଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇ ସେଠାରେ ଚିକିତ୍ସାଧିନ ଥିଲେ। ଗତ ଶୁକ୍ରବାର ସେଠାରେ ତାଙ୍କର ମୃତ୍ୟୁ ହୋଇଯିବାରୁ ତାଙ୍କ ଶବକୁ ଗ୍ରାମକୁ ଅଣାଯାଇ ଜନାଜା ପାଠ କରାଯାଇ ତାଙ୍କୁ କବର ଦିଆଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.