Home ଓଡ଼ିଶା ନବନିର୍ମାଣ କୃଷକ ସଂଘଠନ ପକ୍ଷରୁ ଧାରଣା

ନବନିର୍ମାଣ କୃଷକ ସଂଘଠନ ପକ୍ଷରୁ ଧାରଣା

211

ପୁରୀ, ୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସରକାରୀ ମଣ୍ଡି ରେ ଧାନ ବିକ୍ରି କରିଥିଲେ ମଧ୍ୟ ଚାଷୀ ଏପର୍ଯ୍ୟନ୍ତ ସେମାନଙ୍କର ଉଚ୍ଚିତ୍ ପ୍ରାପ୍ୟ ପାଇପାରି ନାହାଁନ୍ତି। ଫନି ଫାଇଲିନ ହୁଡ୍‌ହୁଡ୍ ଓ ଅମ୍ପନ ରେ କ୍ଷତି ଗ୍ରସ୍ତ ଚାଷୀର ଫସଲ ଠାରୁ ଆରମ୍ଭ କରି ଘର ଭଙ୍ଗା କ୍ଷୟକ୍ଷତିର ସଠିକ୍ ଆକଳନ ନୁତନ ଶ୍ରମ ଆଇନ ଠିକା ଚାଷ ନୀତି କୁ ବାତିଲ୍, କରୋନା ମହାମାରୀ ରେ ରାଜ୍ୟ ଓ କେନ୍ଦ୍ରସରକାର ଦେଇଥିବା ପ୍ୟାକେଜ୍ ଅର୍ଥ ଚାଷୀ ଓ ଶ୍ରମିକଙ୍କୁ ଚାଉଳ, ଡାଲି, ଛତା ଓ କମ୍ବଳ ନବାଂଟି ମାସିକ ୫, ୦୦୦ ଅର୍ଥ ରାଶୀ ଚାହୀଙ୍କୁ ପ୍ରଦାନ କରିବା ଦାବିରେ ଆଜି ନବନିର୍ମାଣ କୃଷକ ସଂଘଠନ ପକ୍ଷରୁ ଜିଲାପାଳଙ୍‌କ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ଦୂରତା ରଖି ଧାରଣା ଦିଆଯାଇଥିଲା। ରାଜ୍ୟ ସଂଯୋଜକ ଶେଷ ଦେବ ଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.