Home Top News ନକ୍ସଲଙ୍କ IED ବିସ୍ଫୋରଣରେ ଜଣେ ITBP ଯବାନ ମୃତ ଏବଂ ଜଣେ ଆହତ

ନକ୍ସଲଙ୍କ IED ବିସ୍ଫୋରଣରେ ଜଣେ ITBP ଯବାନ ମୃତ ଏବଂ ଜଣେ ଆହତ

50
File photo

ଛତିଶଗଡ଼ ୧୪-୩ (ଓଡ଼ିଆ ପୁଅ) ଛତିଶଗଡ଼ର ନାରାୟଣପୁରର ସୋନପୁର ଅଞ୍ଚଳରେ ନକ୍ସଲଙ୍କ ଦ୍ୱାରା କରାଯାଇଥିବା IED ବିସ୍ଫୋରଣରେ ITBPର ୫୩ ବାଟାଲିଆନର ଏଏସ୍‌ଆଇ ରାଜେନ୍ଦ୍ର ସିଂ ସହିଦ ହୋଇଛନ୍ତି ଏବଂ ହେଡ କନଷ୍ଟେବଳ ମହେଶ ଆହତ ହୋଇଛନ୍ତି ବୋଲି ରିପୋର୍ଟରୁ ପ୍ରକାଶ।

ତେବେ ଆହତ ଯବାନଙ୍କର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାୟପୁରକୁ ବିମାନ ଯୋଗେ ସିଫ୍ଟ କରାଯିବ ବୋଲି ନାରାୟଣପୁର ଏସପି ସଦାନନ୍ଦ କୁମାର ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.