Home ଜିଲ୍ଲା ପରିକ୍ରମା ଧାମରା ଅଂଚଳରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଧାମରା ଅଂଚଳରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

16

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଅଂଚଳରେ ୭୯ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଧାମରା ପଂଚାୟତରେ ସମିତିସଭ୍ୟ ପ୍ରିୟରଞ୍ଜନ ଜେନା, ଜାଗୁଳା ପଂଚାୟତରେ ସରପଂଚ ସୁରେଶ ସେଠୀ,ଜାଗୁଳା ବିଜେପି କାର୍ଯ୍ୟାଳୟରେ ସମାଜସେବୀ ତ୍ରିଦିବେଶ ପ୍ରଧାନ,ବାଂଶଡା କଂଗ୍ରେସ କାର୍ଯ୍ୟାଳୟରେ ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ଦିଗମ୍ବର ଦାସ,ବାଂଶଡା ପଂଚାୟତରେ ସରପଂଚ ପ୍ରଶାନ୍ତି ଦାସ, ଦୋସିଙ୍ଗା ପଂଚାୟତରେ ସରପଂଚ ରାମକୃଷ୍ଣ ଜାନା,କରଞ୍ଜମାଳ ପଂଚାୟତରେ ରମେଶ ନାୟକ, ଧାମରା ସ୍ୱାସ୍ଥ୍ୟକେନ୍ଦ୍ରରେ ଡା. ଜନ୍ମେଞ୍ଜୟ ବେହେରା,କରଣପଲ୍ଲୀ ପଂଚାୟତରେ ଥିବା ବିଜୟପାଟଣା ନୋଡାଲ ବିଦ୍ୟାଳୟରେ ମୋ ସ୍କୁଲ କମିଟିର ସଭାପତି ବିଜୟ କୁମାର ବେରା,ଧାମରା ମତ୍ସ୍ୟପୋତାଶ୍ରୟ ଠାରେ ମତ୍ସ୍ୟପୋତାଶ୍ରୟର ପରିଚାଳକ ନଳିନୀକାନ୍ତ ଦାସ,ଧାମରା ବିଜେପି କାର୍ଯ୍ୟାଳୟରେ ପାପା ଜେନା ,ସମ୍ମାନୀତ ଅତିଥି ଭାବେ ତ୍ରିଦିବେଶ ପ୍ରଧାନ ,ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଫିସ ତଥା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ,କଇଥଖୋଲା ଆର ଆଇ ଅଫିସ, ଧାମରା ଥାନାରେ ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ,ବାଂଶଡା ଥାନାରେ ଥାନାଧିକାରୀ ସେକ ହାପିଜ,ଧାମରା ସାମୁଦ୍ରିକ ଥାନାରେ ଥାନାଧିକାରିଣୀ ଏବଂ ଧାମରା, ବାଂଶଡା,ଜାଗୁଳା,ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ ,କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ ପତାକା ଉତୋଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.