Home ଜିଲ୍ଲା ପରିକ୍ରମା ଧାମନଗର – ୭ ଦଫା ଦାବୀନେଇ ଡ୍ରାଇଭରଙ୍କ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

ଧାମନଗର – ୭ ଦଫା ଦାବୀନେଇ ଡ୍ରାଇଭରଙ୍କ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

28
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ସାନ ବଜାର ଠାରେ ରାଜ୍ୟ ସଂଘ ଡାକରା ରେ ଧାମନଗର ଡ୍ରାଇଭର ମହାସଂଘ ଡ୍ରାଇଭର ଙ୍କ ୭ ଦଫା ଦାବିନେଇ ମଙ୍ଗଳବାର ସକାଳ ୬ ଟା ଠାରୁ ଡ୍ରାଇଭର ମାନେ ଆନ୍ଦୋଳନ କୁ ଆସି ପ୍ରତିବାଦ କରିଥିଲେ । ଜେଊ ଗାଡି ରେ ଡ୍ରାଇଭର ମାନେ ଗାଡି ଚଳାଉ ଥିଲେ ତାଙ୍କୁ ତଳକୁ ଡ଼ାକି ଫୁଲହାର ପିନ୍ଧାଇ ଆନ୍ଦୋଳନ କୁ ସହଯୋଗ କରିବାପାଇଁ ଅନୁରୋଧ କରିଥିଲେ ।ଚାରିଚକିଆ । ଯାନ ରେ ଯିଏ ନିଜେ ଡ୍ରାଇଭିଂ କରି ଯାଉଥିଲେ ସେମାନଙ୍କୁ ଛାଡି ଦେଉଥିଲେ ।ଧାମନଗର ବ୍ଲକ ର ପାଖା ପାଖି ଶହେ ରୁ ଉର୍ଦ୍ଧ୍ ଡ୍ରାଇଭର ମାନେ ଏହି ଆନ୍ଦୋଳନ ରେ ଉପସ୍ଥିତ ରହି ପ୍ରତିବାଦ କରିଥିଲେ । ସେମାନଙ୍କ ର ଦାବି ପୂରଣ ନ ହେଲେ ଆଗାମୀ ଦିନ ରେ ରାଜ୍ୟ ସଂଘ୍ ନିଷ୍ପତି ଅନୁଯାଇ ପ୍ରତିବାଦ କୁ ଜୋରଦାର କରା ଯିବ ବୋଲି ବ୍ଲକ ସଙ୍ଗ ର ସଭାପତି ମୋହନ ବେହେରା ସୁଚନା ଦେଇଥିଲେ । ତେବେ ଆଇନିଶୃଙ୍ଖଳା ମୁକାବିଲା ପାଇଁ ଧାମନଗର ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.