Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ ମୁକୁନ୍ଦଦେବ ମଣ୍ଡଳରେ ଭାଜପାର ମିଶ୍ରଣ ପର୍ବ, ନୂତନ କର୍ମୀଙ୍କୁ ମନ୍ତ୍ରୀଙ୍କ ସ୍ୱାଗତ

ଧାମନଗର ବ୍ଲକ ମୁକୁନ୍ଦଦେବ ମଣ୍ଡଳରେ ଭାଜପାର ମିଶ୍ରଣ ପର୍ବ, ନୂତନ କର୍ମୀଙ୍କୁ ମନ୍ତ୍ରୀଙ୍କ ସ୍ୱାଗତ

13
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଖଡ଼ିପଦା ପଂଚାୟତ ବୈକୁଣ୍ଠୀ ସ୍ଥିତ ଶିବ ମନ୍ଦିର ପରିସରରେ ଭାଜପା ମୁକୁନ୍ଦଦେବ ମଣ୍ଡଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଶନିବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି। ଭାଜପା ମୁକୁନ୍ଦଦେବ ମଣ୍ଡଳ ସଭାପତି ପ୍ରମୋଦ କୁମାର୍ ସୁତାର ଙ୍କ ସଭାପତିତ୍ୱରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ଏମ ପି ପ୍ରତିନିଧି ମନୋରଞ୍ଜନ ମଲିକ,ବରିଷ୍ଠ ନେତା ଅରବିନ୍ଦ ପତି, ଭାଜପା ଭଦ୍ରକ ଜିଲ୍ଲା ର ପୂର୍ବତନ ସଭାପତି ହେମନ୍ତ କୁମାର ପାଢ଼ୀ, ଭାଜପା ଜିଲ୍ଲା ଉପ ସଭାପତି ଚତୁର୍ଭୁଜ ନାୟକ,ଏନ ଏ ସି ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାସ ମହାପାତ୍ର,ପୂର୍ବତନ ସରପଂଚ ଅତିସ ନନ୍ଦ,ପୂର୍ବତନ ସମିତି ସଭ୍ୟ ସନ୍ତୋଷ ଦାସଅଧିକାରୀ,ବୁଦ୍ଧଦେବ ଜେନା,ପୂର୍ବତନ ସରପଂଚ ବିଷ୍ଣୁ ମୋହନ ମିଶ୍ର,ଲକ୍ଷ୍ମୀଧର ପାଣିଗ୍ରାହୀ,ଏସି ମୋର୍ଚ୍ଚା ସଭ୍ୟ ଶ୍ରୀଧର ବେହେରା ,ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଙ୍କ କାର୍ଯ୍ୟଶୈଳୀ ରେ ଖୁସି ବ୍ୟକ୍ତ କରି ସୋହଡା,ଖଡିପଦା, ଦଳାଙ୍ଗ,କରଦା ପଂଚାୟତ ର ୫୦ ରୁ ଉର୍ଦ୍ଧ କର୍ମୀ ଅନ୍ୟ ଦଳ ଛାଡ଼ି ମନ୍ତ୍ରୀ ଙ୍କ ଉପସ୍ଥିତିରେ ଭାଜପା ରେ ସାମିଲ ହୋଇଥିଲେ। ଅନ୍ୟ ଦଳ ଛାଡ଼ି ଭାଜପା ରେ ମିଶୁଥିବା କର୍ମୀ ମାନଙ୍କୁ ଉତରୀୟ ଓ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ। ଲକ୍ଷ୍ମୀଧର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.