Home ଓଡ଼ିଶା ଧନୁଯାତ୍ରା ପାଇଁ ଆରମ୍ଭ ହେଲା କଳାକାର ଚୟନ ପ୍ରକିୟା

ଧନୁଯାତ୍ରା ପାଇଁ ଆରମ୍ଭ ହେଲା କଳାକାର ଚୟନ ପ୍ରକିୟା

87

ବରଗଡ଼,୦୫/୧୧,(ଓଡ଼ିଆ ପୁଅ ପି ନାୟକ):  ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୂମିକା ପାଇଁ ଆରମ୍ଭ ହୋଇଯାଇଛି କଳାକାର ଚୟନ ପ୍ରକିୟା । ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେଉଥିବା ବରଗଡ଼ ଧନୁଯାତ୍ରା ପାଇଁ କଂସ ସମେତ ମହାମନ୍ତ୍ରୀ ଓ ପାର୍ଶ୍ୱ କଳାକାରଙ୍କୁ ମଧ୍ୟ ଚୟନ କରାଯିବା ଲାଗି ଧନୁଯାତ୍ରା ମହୋତ୍ସବ ସମିତିର ଚୟନ କମିଟି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଏଥିପାଇଁକଳାକାର ମାନେ ଅକ୍ଟୋବର ୧୬ ତାରିଖ ସୁଦ୍ଧା ବିଦ୍ଧିବଦ୍ଧ ଭାବେ ଆବେଦନ କରିପାରିବେ । ତେବେ ପୂର୍ବରୁ ଅତି କମରେ ତିନି ବର୍ଷ ପାଇଁ ଜଣେ କଂସ ଭୂମିକାରେ ଅଭିନୟ କରିବା ଲାଗି ନିୟମ କରାଯାଇଥିବା ବେଳେ ୨ ବର୍ଷ ପରେ ପୁନର୍ବାର କଳାକାର ଚୟନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.