ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲଶ ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଂଚାୟତ ର ୮ ନମ୍ବର ୱାର୍ଡ ର ବିଜେଡ଼ି ର କର୍ମୀ ବାମନ ଚରଣ ପତି, ଜଗନ୍ନାଥ ବେହେରା , ଉମେଶ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବରେ ବିଜେପି ରେ ସାମିଲ ହୋଇଛନ୍ତି। ପଂଚାୟତ ର ସରପଂଚ ଅଶୋକ କୁମାର ପଣ୍ଡା ,ସମିତି ସଭ୍ୟ ରୁନି ଲତା ସାହୁ ଙ୍କ ନୀତି ଆଦର୍ଶ ତଥା ଭାରତୀୟ ଜନତା ପାର୍ଟି ର ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେମାନଙ୍କ ପରିବାର ସହ ବିଜେପି ରେ ସାମିଲ ହୋଇଛନ୍ତି।ବିଜେପି ର ପଂଚାୟତ ପ୍ରଭାରୀ ସନ୍ତୋଷ ଦାଶ ଅଧିକାରି ସେମାନଙ୍କୁ ଦଳ ରେ ସାମିଲ କରାଇ ଥିଲେ।







