Home ଜିଲ୍ଲା ପରିକ୍ରମା ଦୋକାନ ସଟର ଭାଙ୍ଗି ଚୋରି

ଦୋକାନ ସଟର ଭାଙ୍ଗି ଚୋରି

54

ପୁରୀ-୩୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଲୋକନାଥ ରୋଡ଼ ଷଣ୍ଡ ଯାଗା ସମ୍ମୁଖ ଗୋଚ୍ଛିକାର ମେଡ଼ିସିନ ଦୋକାନର ସଟର ଭାଙ୍ଗି ନଗଦ ୨୫ହଜାର ଟଙ୍କା ଲୁଟ ହେବା ସହ ମେଡ଼ିସିନ, ମାସ୍କ, ସାନିଟାଇଜର ଲୁଟ ହୋଇଛି। ସିସିଟିଭିରେ ଲୁଟର ସମସ୍ତ ଘଟଣା ରେକର୍ଡ଼ ହୋଇଛି। ଦୋକାନ ମାଲିକ ନୃସିଂହ ଗୋଚ୍ଛିକାର ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳେ ଦୋକାନ ସଟର ଭଙ୍ଗା ଯାଇଥିବା ଖବରପାଇ ବାସେଳୀ ସାହି ସ୍ଥାନରେ ଲିଖିତ ଅଭିଯୋଗ କରିିଛନ୍ତି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। (ପ୍ରତିକାତ୍ମକ ଫଟୋ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.