Home Top News ଦୋକାନ ଭିତରକୁ ପଶିଗଲା ସ୍କୁଲ ବସ୍‌ : ୭ ଗୁରୁତର, ଦେଖନ୍ତୁ ଭିଡ଼ିଓ

ଦୋକାନ ଭିତରକୁ ପଶିଗଲା ସ୍କୁଲ ବସ୍‌ : ୭ ଗୁରୁତର, ଦେଖନ୍ତୁ ଭିଡ଼ିଓ

81

ଭୋପାଳ ୧୩-୧୦ (ଓଡ଼ିଆ ପୁଅ) ଦ ଆଇକୋନିକ୍ ସ୍କୁଲର ଏକ ବସ୍‌ ବୋପାଳରେ ଏକ ଦୋକାନ ଭିତରକୁ ମାଡ଼ିଯିବା ଫଳରେ ୭ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି।

ଅନିୟନ୍ତ୍ରୀତ ଭାବରେ ଭୋପାଳର ୧୧ ନମ୍ବର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ଦୋକାନ ଭିତରକୁ ଦ୍ରୁତ ବସ୍ ପ୍ରବେଶ କରିବାରୁ ଏହିପର୍ ଦୁର୍ଘଟଣା ଘଟିଛି।

ଘଟଣାର ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅକ୍ଟୋବର ୭ ରେ ଏହି ଘଟଣା ଘଟିଥିଲା ଯେଉଁଥିରେ ଚାରି ଜଣ ବହୁତ ଗୁରୁତରଭାବେ ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.