ଭୋପାଳ ୧୩-୧୦ (ଓଡ଼ିଆ ପୁଅ) ଦ ଆଇକୋନିକ୍ ସ୍କୁଲର ଏକ ବସ୍ ବୋପାଳରେ ଏକ ଦୋକାନ ଭିତରକୁ ମାଡ଼ିଯିବା ଫଳରେ ୭ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି।
ଅନିୟନ୍ତ୍ରୀତ ଭାବରେ ଭୋପାଳର ୧୧ ନମ୍ବର ବସ୍ଷ୍ଟାଣ୍ଡ ନିକଟରେ ଥିବା ଏକ ଦୋକାନ ଭିତରକୁ ଦ୍ରୁତ ବସ୍ ପ୍ରବେଶ କରିବାରୁ ଏହିପର୍ ଦୁର୍ଘଟଣା ଘଟିଛି।
ଘଟଣାର ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅକ୍ଟୋବର ୭ ରେ ଏହି ଘଟଣା ଘଟିଥିଲା ଯେଉଁଥିରେ ଚାରି ଜଣ ବହୁତ ଗୁରୁତରଭାବେ ଆହତ ହୋଇଥିଲେ।
#CCTV Footage of a bus rammed into a shop at busy 11 No Bus Stop in #Bhopal. #MadhyaPradesh pic.twitter.com/xMeAc2VV7d
— anil dubey (@anilscribe) October 12, 2021