Home Top News ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ, ୬୦ ମୃତ

62

ନୂଆ ଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୭,୮୦୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୩୦,୬୨୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୪୯୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୭୨,୧୭୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୮୨୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୩,୭୫୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୪%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୮, ୬୫, ୪୬, ୮୯୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୨, ୮୦, ୭୪୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୩, ୬୯, ୪୫, ୩୮୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୭୩, ୬୩୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୫ ୧୨୯
ଆନ୍ଧ୍ରପ୍ରଦେଶ ୧୬ ୨୩୦୪୯୨୯ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୯ ୨୯୬
ଆସାମ ୭୧୬୨୧୫ ୭୯୮୬
ବିହାର ୩୨ ୮୧୮୨୬୧ ୧୨୨୫୬
ଚଣ୍ଡିଗଡ଼ ୬୫ ୯୦୮୧୧ ୧୧୬୫
ଛତିଶଗଡ ୩୦ ୧୧୩୮୧୯୫ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୨୫୦ ୧୮୪୮୫୨୬ ୧୦୭୦ ୨୬୧୭୨
୧୦ ଗୋଆ ୪୩ ୨୪୧୫୪୦ ୩୮୩୨
୧୧ ଗୁଜୁରାଟ ୯୯ ୧୨୧୩୨୬୩ ୨୦ ୧୦୯୪୩
୧୨ ହରିୟାଣା ୨୨୩୮ ୯୭୮୫୩୭ ୩୬୩ ୧୦୬୧୯
୧୩ ହିମାଚଳ ପ୍ରଦେଶ ୬୨ ୨୮୦୫୯୬ ୧୨ ୪୧୩୪
୧୪ ଜାମ୍ମୁ କାଶ୍ମୀର ୬୫ ୪୪୯୨୧୨ ୪୭୫୧
୧୫ ଝାଡଖଣ୍ଡ ୨୮ ୪୨୯୮୭୬ ୫୩୧୭
୧୬ କର୍ଣ୍ଣାଟକ ୧୭୫୧ ୩୯୦୫୫୧୩ ୧୧୬ ୪୦୦୯୯ ୪୨
୧୭ କେରଳ ୨୭୭୦ ୬୪୬୮୯୨୯ ୩୦୦ ୬୮୯୬୬ ୧୪
୧୮ ଲଦାଖ ୨୮୦୧୪ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୯୫ ୧୦୩୦୫୫୦ ୧୭ ୧୦୭୩୫
୨୧ ମହାରାଷ୍ଟ୍ର ୯୬୧ ୭୭୨୮୬୨୮ ୧୫୭ ୧୪୭୮୪୦
୨୨ ମଣିପୁର ୧୭ ୧୩୫୦୮୩ ୨୧୨୦
୨୩ ମେଘାଳୟ ୯୨୧୯୯ ୧୫୯୩
୨୪ ମିଜୋରାମ ୭୪୪ ୨୨୫୮୯୬ ୮୫ ୬୯୬
୨୫ ନାଗାଲାଣ୍ଡ ୩୪୭୨୮ ୭୬୦
୨୬ ଓଡ଼ିଶା ୧୩୩ ୧୨୭୮୭୬୭ ୯୧୨୪
୨୭ ପୁଡୁଚେରୀ ୧୬୩୮୧୫ ୧୯୬୨
୨୮ ପଞ୍ଜାବ ୧୭୮ ୭୪୧୬୧୨ ୨୦ ୧୭୭୪୮
୨୯ ରାଜସ୍ଥାନ ୨୫୫ ୧୨୭୩୬୯୯ ୨୨ ୯୫୫୨
୩୦ ସିକ୍କିମ୍ ୩୮୬୯୬ ୪୫୨
୩୧ ତାମିଲନାଡୁ ୪୮୮ ୩୪୧୫୩୧୬ ୩୨ ୩୮୦୨୫
୩୨ ତେଲେଙ୍ଗାନା ୨୯୬ ୭୮୭୫୩୯ ୨୦ ୪୧୧୧
୩୩ ତ୍ରିପୁରା ୯୯୯୫୭ ୯୨୨
୩୪ ଉତ୍ତରାଖଣ୍ଡ ୪୬୦ ୪୨୯୨୯୯ ୭୬୯୩
୩୫ ଉତ୍ତରପ୍ରଦେଶ ୧୩୯୪ ୨୦୪୮୮୭୯ ୨୦୮ ୨୩୫୦୬
୩୬ ପଶ୍ଚିମବଙ୍ଗ ୩୦୧ ୧୯୯୬୬୫୧ ୨୧ ୨୧୨୦୧
ମୋଟ ୧୭୮୦୧ ୪୨୫୩୦୬୨୨ ୨୪୯୬ ୫୨୩୭୫୩ ୬୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.