Home Top News ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୧୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୨୬...

ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୧୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୨୬ ମୃତ

24

ନୂଆ ଦିଲ୍ଲୀ ୨-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୧୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୯,୫୦୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୩୮,୯୭୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୭୨୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୮୨,୩୪୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪୦୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୩,୮୬୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୫%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୯, ୨୩, ୯୮, ୩୪୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪, ୦୨, ୧୭୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୬ ୧୨୯
ଆନ୍ଧ୍ରପ୍ରଦେଶ ୩୦ ୨୩୦୪୯୩୯ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୯ ୨୯୬
ଆସାମ ୧୦ ୭୧୬୨୧୭ ୭୯୮୬
ବିହାର ୪୧ ୮୧୮୨୭୦ ୧୨୨୫୬
ଚଣ୍ଡିଗଡ଼ ୭୧ ୯୦୮୩୩ ୧୧୬୫
ଛତିଶଗଡ ୩୮ ୧୧୩୮୨୦୨ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୯୯୭ ୧୮୫୨୩୮୮ ୧୨୦୪ ୨୬୧୭୫
୧୦ ଗୋଆ ୪୫ ୨୪୧୫୫୬ ୩୮୩୨
୧୧ ଗୁଜୁରାଟ ୧୨୨ ୧୨୧୩୨୯୩ ୧୦୯୪୩
୧୨ ହରିୟାଣା ୨୪୯୬ ୯୭୯୮୭୨ ୫୧୧ ୧୦୬୧୯
୧୩ ହିମାଚଳ ପ୍ରଦେଶ ୫୯ ୨୮୦୬୧୮ ୪୧୩୪
୧୪ ଜାମ୍ମୁ କାଶ୍ମୀର ୬୬ ୪୪୯୨୩୦ ୪୭୫୧
୧୫ ଝାଡଖଣ୍ଡ ୨୯ ୪୨୯୮୮୬ ୫୩୧୭
୧୬ କର୍ଣ୍ଣାଟକ ୧୭୮୦ ୩୯୦୫୮୪୪ ୧୦୮ ୪୦୧୦୨
୧୭ କେରଳ ୨୮୩୦ ୬୪୬୯୮୩୦ ୨୭୩ ୬୯୦୬୮ ୨୧
୧୮ ଲଦାଖ ୨୮୦୧୬ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୭୧ ୧୦୩୦୫୮୫ ୧୦ ୧୦୭୩୫
୨୧ ମହାରାଷ୍ଟ୍ର ୯୯୫ ୭୭୨୯୦୬୩ ୧୭୨ ୧୪୭୮୪୩
୨୨ ମଣିପୁର ୧୪ ୧୩୫୦୮୬ ୨୧୨୦
୨୩ ମେଘାଳୟ ୯୨୨୦୧ ୧୫୯୩
୨୪ ମିଜୋରାମ ୬୬୮ ୨୨୬୧୨୯ ୪୦ ୬୯୬
୨୫ ନାଗାଲାଣ୍ଡ ୩୪୭୨୮ ୭୬୦
୨୬ ଓଡ଼ିଶା ୧୩୬ ୧୨୭୮୭୯୫ ୯୧୨୬
୨୭ ପୁଡୁଚେରୀ ୧୬୩୮୧୯ ୧୯୬୨
୨୮ ପଞ୍ଜାବ ୧୯୧ ୭୪୧୬୭୬ ୨୧ ୧୭୭୪୮
୨୯ ରାଜସ୍ଥାନ ୩୮୦ ୧୨୭୩୭୬୦ ୧୬ ୯୫୫୨
୩୦ ସିକ୍କିମ୍ ୩୮୬୯୭ ୪୫୨
୩୧ ତାମିଲନାଡୁ ୫୧୪ ୩୪୧୫୪୪୦ ୪୬ ୩୮୦୨୫
୩୨ ତେଲେଙ୍ଗାନା ୩୩୫ ୭୮୭୫୯୮ ୧୭ ୪୧୧୧
୩୩ ତ୍ରିପୁରା ୯୯୯୫୭ ୯୨୨
୩୪ ଉତ୍ତରାଖଣ୍ଡ ୪୭୫ ୪୨୯୩୨୨ ୭୬୯୩
୩୫ ଉତ୍ତରପ୍ରଦେଶ ୧୫୮୭ ୨୦୪୯୫୨୦ ୨୧୮ ୨୩୫୦୮
୩୬ ପଶ୍ଚିମବଙ୍ଗ ୩୯୭ ୧୯୯୬୭୧୪ ୨୧ ୨୧୨୦୨
ମୋଟ ୧୯୫୦୦ ୪୨୫୩୮୯୭୬ ୨୭୨୩ ୫୨୩୮୬୯ ୨୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.