Home Coronavirus Outbreak ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୬୮୮ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୬୮୮ ନୂଆ ଆକ୍ରାନ୍ତ ଚିହ୍ନଟ, ୫୦ ମୃତ

35

ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୬୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୮,୬୮୪ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୩୩,୩୭୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୭୫୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୭୫,୮୬୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୮୮୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୩,୮୦୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୪%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୮, ୮୯, ୯୦, ୯୩୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୨, ୫୮, ୦୫୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୩, ୭୪, ୪୨, ୦୨୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୯୬, ୬୪୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୫ ୧୨୯
ଆନ୍ଧ୍ରପ୍ରଦେଶ ୨୦ ୨୩୦୪୯୩୩ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୯ ୨୯୬
ଆସାମ ୧୧ ୭୧୬୨୧୫ ୭୯୮୬
ବିହାର ୩୬ ୮୧୮୨୬୪ ୧୨୨୫୬
ଚଣ୍ଡିଗଡ଼ ୬୯ ୯୦୮୧୭ ୧୧୬୫
ଛତିଶଗଡ ୩୩ ୧୧୩୮୧୯୬ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୬୦୯ ୧୮୪୯୭୭୨ ୧୨୪୬ ୨୬୧୭୪
୧୦ ଗୋଆ ୪୪ ୨୪୧୫୪୫ ୩୮୩୨
୧୧ ଗୁଜୁରାଟ ୧୦୫ ୧୨୧୩୨୭୪ ୧୧ ୧୦୯୪୩
୧୨ ହରିୟାଣା ୨୪୩୮ ୯୭୮୯୬୧ ୪୨୪ ୧୦୬୧୯
୧୩ ହିମାଚଳ ପ୍ରଦେଶ ୬୦ ୨୮୦୬୦୩ ୪୧୩୪
୧୪ ଜାମ୍ମୁ କାଶ୍ମୀର ୬୫ ୪୪୯୨୧୬ ୪୭୫୧
୧୫ ଝାଡଖଣ୍ଡ ୨୭ ୪୨୯୮୭୮ ୫୩୧୭
୧୬ କର୍ଣ୍ଣାଟକ ୧୭୩୭ ୩୯୦୫୬୬୦ ୧୪୭ ୪୦୦୯୯
୧୭ କେରଳ ୨୮୬୨ ୬୪୬୯୨୦୪ ୨୭୫ ୬୯୦୧୧ ୪୫
୧୮ ଲଦାଖ ୨୮୦୧୪ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୧୮ ୧୦୩୦୫୬୧ ୧୧ ୧୦୭୩୫
୨୧ ମହାରାଷ୍ଟ୍ର ୯୭୯ ୭୭୨୮୭୫୬ ୧୨୮ ୧୪୭୮୪୨
୨୨ ମଣିପୁର ୧୭ ୧୩୫୦୮୩ ୨୧୨୦
୨୩ ମେଘାଳୟ ୯୨୨୦୦ ୧୫୯୩
୨୪ ମିଜୋରାମ ୭୧୪ ୨୨୬୦୦୯ ୧୧୩ ୬୯୬
୨୫ ନାଗାଲାଣ୍ଡ ୩୪୭୨୮ ୭୬୦
୨୬ ଓଡ଼ିଶା ୧୨୧ ୧୨୭୮୭୮୯ ୨୨ ୯୧୨୪
୨୭ ପୁଡୁଚେରୀ ୧୧ ୧୬୩୮୧୫ ୧୯୬୨
୨୮ ପଞ୍ଜାବ ୧୮୧ ୭୪୧୬୩୬ ୨୪ ୧୭୭୪୮
୨୯ ରାଜସ୍ଥାନ ୩୨୯ ୧୨୭୩୭୧୪ ୧୫ ୯୫୫୨
୩୦ ସିକ୍କିମ୍ ୩୮୬୯୭ ୪୫୨
୩୧ ତାମିଲନାଡୁ ୫୦୭ ୩୪୧୫୩୫୧ ୩୫ ୩୮୦୨୫
୩୨ ତେଲେଙ୍ଗାନା ୩୦୬ ୭୮୭୫୬୧ ୨୨ ୪୧୧୧
୩୩ ତ୍ରିପୁରା ୯୯୯୫୭ ୯୨୨
୩୪ ଉତ୍ତରାଖଣ୍ଡ ୪୭୪ ୪୨୯୩୦୬ ୭୬୯୩
୩୫ ଉତ୍ତରପ୍ରଦେଶ ୧୪୬୩ ୨୦୪୯୧୦୨ ୨୨୩ ୨୩୫୦୭
୩୬ ପଶ୍ଚିମବଙ୍ଗ ୩୩୫ ୧୯୯୬୬୬୯ ୧୮ ୨୧୨୦୧
ମୋଟ ୧୮୬୮୪ ୪୨୫୩୩୩୭୭ ୨୭୫୫ ୫୨୩୮୦୩ ୫୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.