Home Coronavirus Outbreak ଦେଶରେ ବଢ଼ିଲା ଦୈନିକ ସଂକ୍ରମଣ କିନ୍ତୁ କମିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪...

ଦେଶରେ ବଢ଼ିଲା ଦୈନିକ ସଂକ୍ରମଣ କିନ୍ତୁ କମିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୬,୩୧୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧୮ ମୃତ

30

ନୂଆ ଦିଲ୍ଲୀ ୨୨-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୩୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୭୮,୧୯୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୨,୦୧,୯୬୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୬,୯୦୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭,୫୮,୪୮୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୯୦୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୮,୩୨୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୨%

ଆରୋଗ୍ୟ ହୋଇଛନ୍ତି ୯୮.୪୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୩୮, ୯୫, ୯୦, ୬୭୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୭, ୦୫, ୦୩୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୬, ୭୩, ୫୬, ୧୭୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୨୯, ୫୧୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୭୨ ୧୨୯
ଆନ୍ଧ୍ରପ୍ରଦେଶ ୧୪୩୨ ୨୦୬୦୦୬୧ ୧୭୯ ୧୪୪୮୧
ଅରୁଣାଚଳ ପ୍ରଦେଶ ୨୧ ୫୫୦୨୨ ୨୮୦
ଆସାମ ୨୨୮୨ ୬୧୧୨୬୮ ୧୩୩ ୬୧୫୦
ବିହାର ୭୮ ୭୧୪୨୦୭ ୧୨୦୯୪
ଚଣ୍ଡିଗଡ଼ ୧୦୪ ୬୪୫୪୪ ୧୦୭୮
ଛତିଶଗଡ ୩୦୪ ୯୯୩୫୪୭ ୩୪ ୧୩୫୯୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୮୨
ଦିଲ୍ଲୀ ୫୫୭ ୧୪୧୬୭୩୧ ୭୫ ୨୫୧୦୨
୧୦ ଗୋଆ ୩୮୮ ୧୭୫୮୯୮ ୧୦ ୩୫୧୫ ୩୦
୧୧ ଗୁଜୁରାଟ ୫୮୯ ୮୧୮୦୧୦ ୭୩ ୧୦୧୦୪
୧୨ ହରିୟାଣା ୨୫୭ ୭୬୧୯୫୨ ୧୭ ୧୦୦୬୨
୧୩ ହିମାଚଳ ପ୍ରଦେଶ ୪୫୫ ୨୨୪୦୪୫ ୩୯ ୩୮୭୦
୧୪ ଜାମ୍ମୁ କାଶ୍ମୀର ୧୩୨୭ ୩୩୪୧୯୫ ୧୩୯ ୪୫୧୪
୧୫ ଝାଡଖଣ୍ଡ ୧୭୦ ୩୪୪୨୮୭ ୧୫ ୫୧୪୨
୧୬ କର୍ଣ୍ଣାଟକ ୭୧୦୩ ୨୯୫୭୫୪୬ ୨୯୦ ୩୮୨୯୫
୧୭ କେରଳ ୨୮୭୦୯ ୫୧୪୮୭୦୩ ୩୨୦୨ ୪୫୧୫୫ ୨୩୩
୧୮ ଲଦାଖ ୨୦୨ ୨୧୫୮୨ ୧୦ ୨୧୮
୧୯ ଲକ୍ଷଦୀପ ୧୦୩୫୫ ୫୧
୨୦ ମଧ୍ୟପ୍ରଦେଶ ୧୮୭ ୭୮୨୮୧୫ ୧୯ ୧୦୫୩୦
୨୧ ମହାରାଷ୍ଟ୍ର ୧୦୭୯୧ ୬୪୯୮୮୦୭ ୭୯୨ ୧୪୧୩୬୭ ୧୪
୨୨ ମଣିପୁର ୨୦୫ ୧୨୩୪୬୧ ୧୦ ୧୯୯୫
୨୩ ମେଘାଳୟ ୮୭ ୮୩୧୯୫ ୧୧ ୧୪୮୧
୨୪ ମିଜୋରାମ ୧୮୪୬ ୧୩୭୫୨୩ ୨୨୦ ୫୩୩
୨୫ ନାଗାଲାଣ୍ଡ ୮୩ ୩୧୩୮୬ ୭୦୧
୨୬ ଓଡ଼ିଶା ୧୬୭୫ ୧୦୪୩୦୪୫ ୧୭୦ ୮୪୪୬
୨୭ ପୁଡୁଚେରୀ ୧୩୦ ୧୨୭୩୩୫ ୧୯ ୧୮୮୦
୨୮ ପଞ୍ଜାବ ୨୯୩ ୫୮୭୦୮୨ ୨୪ ୧୬୬୩୩
୨୯ ରାଜସ୍ଥାନ ୨୧୭ ୯୪୬୦୯୫ ୧୩ ୮୯୬୧
୩୦ ସିକ୍କିମ୍ ୮୫ ୩୧୯୭୩ ୧୪ ୪୦୭
୩୧ ତାମିଲନାଡୁ ୭୦୭୮ ୨୬୯୭୨୪୪ ୬୯୧ ୩୬୬୯୧
୩୨ ତେଲେଙ୍ଗାନା ୩୬୨୫ ୬୭୨୨୫୧ ୧୮୮ ୪୦୧୬
୩୩ ତ୍ରିପୁରା ୬୭ ୮୪୦୮୯ ୮୨୭
୩୪ ଉତ୍ତରାଖଣ୍ଡ ୧୬୮ ୩୩୭୦୪୮ ୩୦ ୭୪୧୫
୩୫ ଉତ୍ତରପ୍ରଦେଶ ୨୧୧ ୧୬୮୭୬୧୯ ୧୫ ୨୨୯୧୫
୩୬ ପଶ୍ଚିମବଙ୍ଗ ୭୪୫୧ ୧୬୦୦୭୯୧ ୪୫୧ ୧୯୬୮୮ ୧୨
ମୋଟ ୭୮୧୯୦ ୩୪୨୦୧୯୬୬ ୬୯୦୬ ୪୭୮୩୨୫ ୩୧୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.