Home Coronavirus Outbreak ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୧୫୨୫ କୁ ବୃଦ୍ଧି : ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର...

ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୧୫୨୫ କୁ ବୃଦ୍ଧି : ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ; ସୁସ୍ଥ ହେଲେ ୫୬୦

80

ନୂଆ ଦିଲ୍ଲୀ ୨ -୧ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୧୫୨୫ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୫୬୦ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।

ତେବେ ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ସଂକ୍ରମିତ ହୋଇଥିବା ବେଳେ ୧୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ
ଦିଲ୍ଲୀରେ ୩୫୧ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି ସେହେପରି ଆମ ରାଜ୍ୟରେ ୧୪ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି।

ଅନ୍ୟପଟେ ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଖବର ମଧ୍ୟ ଆସିଛି। ଯାହାକି ଦେଶର ଏହା ଓମିକ୍ରନ କାରଣରୁ ପ୍ରଥମ ମୃତ୍ୟୁ। ଏହା ମହାରାଷ୍ଟ୍ରରୁ ଆସିଛି।

ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

ମହାରାଷ୍ଟ୍ର ୪୬୦ ୧୮୦
ଦିଲ୍ଲୀ ୩୫୧ ୫୭
ଗୁଜୁରାଟ ୧୩୬ ୬୯
ତାମିଲନାଡୁ ୧୧୭ ୭୪
କେରଳ ୧୦୯
ରାଜସ୍ଥାନ ୬୯ ୬୧
ତେଲେଙ୍ଗାନା ୬୭ ୨୭
କର୍ଣ୍ଣାଟକ ୬୪ ୧୮
ହରିୟାଣା ୬୩ ୪୦
ପଶ୍ଚିମବଙ୍ଗ ୨୦
ଆନ୍ଧ୍ରପ୍ରଦେଶ ୧୭
ଓଡ଼ିଶା ୧୪
ମଧ୍ୟପ୍ରଦେଶ
ଉତ୍ତରପ୍ରଦେଶ
ଉତ୍ତରାଖଣ୍ଡ
ଚଣ୍ଡିଗଡ଼
ଜାମ୍ମୁ କାଶ୍ମୀର
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ
ଗୋଆ
ହିମାଚଳ ପ୍ରଦେଶ
ଲଦାଖ
ମଣିପୁର
ପଞ୍ଜାବ
ମୋଟ ୧୫୨୫ ୫୬୦

 

ଅପର ପକ୍ଷେ, ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୭,୫୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୨୨,୮୦୧ କୁ ବୃଦ୍ଧି ପାଇଛି। ସଂକ୍ରମଣ ୨୧% ବୃଦ୍ଧି ହୋଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୨,୮୪,୫୬୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯,୨୪୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୨୭% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୮,୮୯,୧୩୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୮,୦୨୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୮୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୧,୭୭୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୫%

ଆରୋଗ୍ୟ ହୋଇଛନ୍ତି ୯୮.୨୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୪୫, ୪୪, ୧୩, ୦୦୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୫, ୭୫, ୨୨୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୮,୦୦,୭୧,୪୮୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୦,୮୨,୩୭୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୭ ୭୫୮୭ ୧୨୯
ଆନ୍ଧ୍ରପ୍ରଦେଶ ୧୨୨୭ ୨୦୬୧୫୯୯ ୧୦୩ ୧୪୪୯୫
ଅରୁଣାଚଳ ପ୍ରଦେଶ ୧୮ ୫୫୦୪୩ ୨୮୨
ଆସାମ ୨୨୬୫ ୬୧୨୪୮୫ ୧୦୨ ୬୧୬୫
ବିହାର ୭୫୦ ୭୧୪୩୩୧ ୨୦ ୧୨୦୯୬
ଚଣ୍ଡିଗଡ଼ ୨୩୬ ୬୪୬୫୦ ୧୦୭୯
ଛତିଶଗଡ ୧୦୧୭ ୯୯୩୮୪୮ ୩୦ ୧୩୬୦୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୮୭
ଦିଲ୍ଲୀ ୬୩୬୦ ୧୪୧୯୪୫୯ ୭୬୫ ୨୫୧୦୮
୧୦ ଗୋଆ ୧୩୩୮ ୧୭୬୩୨୨ ୧୮ ୩୫୨୨
୧୧ ଗୁଜୁରାଟ ୩୯୨୭ ୮୧୮୭୫୫ ୧୦୩ ୧୦୧୧୯
୧୨ ହରିୟାଣା ୧୯୩୦ ୭୬୨୩୪୬ ୬୨ ୧୦୦୬୪
୧୩ ହିମାଚଳ ପ୍ରଦେଶ ୪୭୪ ୨୨୪୫୮୯ ୭୪ ୩୮୭୭
୧୪ ଜାମ୍ମୁ କାଶ୍ମୀର ୧୩୯୭ ୩୩୫୫୩୨ ୧୦୭ ୪୫୩୦
୧୫ ଝାଡଖଣ୍ଡ ୨୯୦୪ ୩୪୪୬୯୮ ୧୦୫ ୫୧୪୪
୧୬ କର୍ଣ୍ଣାଟକ ୯୪୧୫ ୨୯୬୦୬୧୫ ୩୫୪ ୩୮୩୪୦
୧୭ କେରଳ ୧୯୫୯୬ ୫୧୮୧୯୮୧ ୨୭୦୪ ୪୮୦୩୫ ୨୪୧
୧୮ ଲଦାଖ ୨୦୩ ୨୧୭୮୫ ୨୧୯
୧୯ ଲକ୍ଷଦୀପ ୧୦୩୬୩ ୫୧
୨୦ ମଧ୍ୟପ୍ରଦେଶ ୪୯୭ ୭୮୩୦୫୯ ୩୪ ୧୦୫୩୩
୨୧ ମହାରାଷ୍ଟ୍ର ୩୫୯୧୭ ୬୫୧୦୫୪୧ ୧୪୪୫ ୧୪୧୫୩୩
୨୨ ମଣିପୁର ୨୦୭ ୧୨୩୫୯୮ ୧୧ ୨୦୦୨
୨୩ ମେଘାଳୟ ୭୩ ୮୩୨୮୨ ୧୪୮୪
୨୪ ମିଜୋରାମ ୧୭୧୫ ୧୩୯୪୮୮ ୧୦୨ ୫୪୬
୨୫ ନାଗାଲାଣ୍ଡ ୬୦ ୩୧୪୩୯ ୭୦୨
୨୬ ଓଡ଼ିଶା ୧୭୦୮ ୧୦୪୪୯୬୨ ୧୫୯ ୮୪୬୨
୨୭ ପୁଡୁଚେରୀ ୧୩୬ ୧୨୭୪୮୩ ୧୩ ୧୮୮୧
୨୮ ପଞ୍ଜାବ ୧୦୪୧ ୫୮୭୪୪୦ ୪୨ ୧୬୬୪୫
୨୯ ରାଜସ୍ଥାନ ୧୨୪୭ ୯୪୬୩୧୭ ୧୭ ୮୯୬୪
୩୦ ସିକ୍କିମ୍ ୫୨ ୩୨୦୪୯ ୪୦୯
୩୧ ତାମିଲନାଡୁ ୮୩୪୦ ୨୭୦୪୪୧୦ ୬୧୧ ୩୬୭୮୪
୩୨ ତେଲେଙ୍ଗାନା ୩୭୩୩ ୬୭୪୪୫୩ ୨୩୨ ୪୦୨୯
୩୩ ତ୍ରିପୁରା ୧୧୬ ୮୪୧୬୩ ୧୦ ୮୨୯
୩୪ ଉତ୍ତରାଖଣ୍ଡ ୩୬୭ ୩୩୭୪୧୯ ୫୨ ୭୪୧୯
୩୫ ଉତ୍ତରପ୍ରଦେଶ ୧୨୧୧ ୧୬୮୭୮୫୯ ୩୧ ୨୨୯୧୫
୩୬ ପଶ୍ଚିମବଙ୍ଗ ୧୩୩୦୦ ୧୬୦୯୯୨୪ ୧୯୧୩ ୧୯୭୭୩
ମୋଟ ୧୨୨୮୦୧ ୩୪୨୮୪୫୬୧ ୯୨୪୯ ୪୮୧୭୭୦ ୨୮୪

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.