Home Coronavirus Outbreak ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୧୪୩୧ କୁ ବୃଦ୍ଧି : ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର...

ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୧୪୩୧ କୁ ବୃଦ୍ଧି : ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ; ସୁସ୍ଥ ହେଲେ ୪୮୮

56

ନୂଆ ଦିଲ୍ଲୀ ୧ -୧ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୧୪୩୧ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୪୮୮ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।

ତେବେ ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଥିବା ବେଳେ

ଦିଲ୍ଲୀରେ ୩୫୧ ଏବଂ ଓଡ଼ିଶାରେ ୧୪ ଓମିକ୍ରନ କେସ୍ ରେକର୍ଡ଼ ହୋଇଛି।

ଅନ୍ୟପଟେ ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଖବର ମଧ୍ୟ ଆସିଛି। ଯାହାକି ଦେଶର ଏହା ଓମିକ୍ରନ କାରଣରୁ ପ୍ରଥମ ମୃତ୍ୟୁ। ଏହା ମହାରାଷ୍ଟ୍ରରୁ ଆସିଛି।

ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

ମହାରାଷ୍ଟ୍ର ୪୫୪ ୧୬୭
ଦିଲ୍ଲୀ ୩୫୧ ୫୭
ତାମିଲନାଡୁ ୧୧୮ ୪୦
ଗୁଜୁରାଟ ୧୧୫ ୬୯
କେରଳ ୧୦୯
ରାଜସ୍ଥାନ ୬୯ ୬୧
ତେଲେଙ୍ଗାନା ୬୨ ୧୮
ହରିୟାଣା ୩୭ ୨୫
କର୍ଣ୍ଣାଟକ ୩୪ ୧୮
୧୦ ଆନ୍ଧ୍ରପ୍ରଦେଶ ୧୭
୧୧ ପଶ୍ଚିମବଙ୍ଗ ୧୭
୧୨ ଓଡ଼ିଶା ୧୪
୧୩ ମଧ୍ୟପ୍ରଦେଶ
୧୪ ଉତ୍ତରପ୍ରଦେଶ
୧୫ ଉତ୍ତରାଖଣ୍ଡ
୧୬ ଚଣ୍ଡିଗଡ଼
୧୭ ଜାମ୍ମୁ କାଶ୍ମୀର
୧୮ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ
୧୯ ଗୋଆ
୨୦ ହିମାଚଳ ପ୍ରଦେଶ
୨୧ ଲଦାଖ
୨୨ ମଣିପୁର
୨୩ ପଞ୍ଜାବ
ମୋଟ ୧୪୩୧ ୪୮୮

 

ଅନ୍ୟପଟେ ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୨,୭୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୪,୭୮୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୨,୭୫,୩୧୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮,୯୪୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୨% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୮,୬୧,୫୭୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୩୪୨୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୧,୪୮୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୦%

ଆରୋଗ୍ୟ ହୋଇଛନ୍ତି ୯୮.୩୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୪୫, ୧୬, ୨୪, ୧୫୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୮, ୧୧, ୪୮୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୪ ୭୫୮୫ ୧୨୯
ଆନ୍ଧ୍ରପ୍ରଦେଶ ୧୧୫୪ ୨୦୬୧୪୯୬ ୯୧ ୧୪୪୯୫
ଅରୁଣାଚଳ ପ୍ରଦେଶ ୨୧ ୫୫୦୪୦ ୨୮୨
ଆସାମ ୨୨୧୮ ୬୧୨୩୮୩ ୧୦୧ ୬୧୬୪
ବିହାର ୪୮୯ ୭୧୪୩୧୧ ୧୨୦୯୬
ଚଣ୍ଡିଗଡ଼ ୧୭୦ ୬୪୬୪୬ ୧୦୭୯
ଛତିଶଗଡ ୭୬୯ ୯୯୩୮୧୮ ୧୮ ୧୩୬୦୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୮୭
ଦିଲ୍ଲୀ ୪୪୧୦ ୧୪୧୮୬୯୪ ୪୬୭ ୨୫୧୦୭
୧୦ ଗୋଆ ୧୦୪୬ ୧୭୬୩୦୪ ୨୧ ୩୫୨୨
୧୧ ଗୁଜୁରାଟ ୨୯୬୨ ୮୧୮୬୫୨ ୬୩ ୧୦୧୧୮
୧୨ ହରିୟାଣା ୧୪୪୦ ୭୬୨୨୮୪ ୫୬ ୧୦୦୬୪
୧୩ ହିମାଚଳ ପ୍ରଦେଶ ୪୬୬ ୨୨୪୫୧୫ ୫୦ ୩୮୭୬
୧୪ ଜାମ୍ମୁ କାଶ୍ମୀର ୧୩୩୭ ୩୩୫୪୨୫ ୭୮ ୪୫୨୮
୧୫ ଝାଡଖଣ୍ଡ ୨୦୦୨ ୩୪୪୫୯୩ ୧୨୧ ୫୧୪୪
୧୬ କର୍ଣ୍ଣାଟକ ୮୭୪୧ ୨୯୬୦୨୬୧ ୩୩୫ ୩୮୩୩୫
୧୭ କେରଳ ୨୦୧୦୬ ୫୧୭୯୨୭୭ ୨୭୪୨ ୪୭୭୯୪ ୩୫୩
୧୮ ଲଦାଖ ୧୮୪ ୨୧୭୮୧ ୩୧ ୨୧୯
୧୯ ଲକ୍ଷଦୀପ ୧୦୩୬୨ ୫୧
୨୦ ମଧ୍ୟପ୍ରଦେଶ ୪୦୭ ୭୮୩୦୨୫ ୩୦ ୧୦୫୩୩
୨୧ ମହାରାଷ୍ଟ୍ର ୨୮୧୯୯ ୬୫୦୯୦୯୬ ୧୭୬୬ ୧୪୧୫୨୬
୨୨ ମଣିପୁର ୧୯୯ ୧୨୩୫୮୭ ୨୦୦୨
୨୩ ମେଘାଳୟ ୬୭ ୮୩୨୭୬ ୧୪୮୪
୨୪ ମିଜୋରାମ ୧୭୩୫ ୧୩୯୩୮୬ ୧୮୬ ୫୪୪
୨୫ ନାଗାଲାଣ୍ଡ ୬୩ ୩୧୪୩୬ ୧୬ ୭୦୨
୨୬ ଓଡ଼ିଶା ୧୫୭୧ ୧୦୪୪୮୦୩ ୨୦୯ ୮୪୬୦
୨୭ ପୁଡୁଚେରୀ ୧୨୭ ୧୨୭୪୭୦ ୧୮ ୧୮୮୧
୨୮ ପଞ୍ଜାବ ୭୬୭ ୫୮୭୩୯୮ ୩୦ ୧୬୬୪୫
୨୯ ରାଜସ୍ଥାନ ୯୬୩ ୯୪୬୩୦୦ ୧୭ ୮୯୬୪
୩୦ ସିକ୍କିମ୍ ୫୨ ୩୨୦୪୨ ୧୦ ୪୦୯
୩୧ ତାମିଲନାଡୁ ୭୪୭୦ ୨୭୦୩୭୯୯ ୬୦୩ ୩୬୭୭୬ ୧୧
୩୨ ତେଲେଙ୍ଗାନା ୩୬୫୦ ୬୭୪୨୨୧ ୨୨୨ ୪୦୨୭
୩୩ ତ୍ରିପୁରା ୧୦୪ ୮୪୧୫୩ ୮୨୯
୩୪ ଉତ୍ତରାଖଣ୍ଡ ୩୦୨ ୩୩୭୩୬୭ ୯୯ ୭୪୧୮
୩୫ ଉତ୍ତରପ୍ରଦେଶ ୮୬୨ ୧୬୮୭୮୨୮ ୨୯ ୨୨୯୧୫
୩୬ ପଶ୍ଚିମବଙ୍ଗ ୧୦୭୧୦ ୧୬୦୮୦୧୧ ୧୫୧୦ ୧୯୭୬୪
ମୋଟ ୧୦୪୭୮୧ ୩୪୨୭୫୩୧୨ ୮୯୪୯ ୪୮୧୪୮୬ ୪୦୬

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.