Home Coronavirus Outbreak ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୪୭,୪୧୭ ନୂଆ...

ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୪୭,୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୦ ମୃତ

28

ନୂଆ ଦିଲ୍ଲୀ ୧୩-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୪୭,୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୧,୧୭,୫୩୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୩.୦୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୭,୧୫,୩୬୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮୪,୮୨୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୫.୫୯% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୩,୧୭,୭୫୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧,୬୨,୨୧୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୪,୮୫୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୩.୦୮%

ଆରୋଗ୍ୟ ହୋଇଛନ୍ତି ୯୫.୫୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୪, ୬୧, ୩୯, ୪୬୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୬, ୩୨, ୦୨୪

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୯, ୭୩, ୧୧, ୬୨୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୮, ୮୬, ୯୩୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୭୯ ୭୭୮୯ ୪୧ ୧୨୯
ଆନ୍ଧ୍ରପ୍ରଦେଶ ୧୦୧୧୯ ୨୦୬୩୨୫୫ ୨୮୧ ୧୪୫୦୫
ଅରୁଣାଚଳ ପ୍ରଦେଶ ୬୬୫ ୫୫୦୬୩ ୨୮୨
ଆସାମ ୧୩୧୩୯ ୬୧୫୭୨୨ ୭୩୧ ୬୧୮୯
ବିହାର ୨୮୬୬୦ ୭୨୧୬୮୪ ୨୮୦୨ ୧୨୧୧୪
ଚଣ୍ଡିଗଡ଼ ୪୮୦୮ ୬୫୪୧୧ ୨୨୯ ୧୦୮୪
ଛତିଶଗଡ ୨୭୪୨୫ ୯୯୭୦୦୮ ୧୯୩୩ ୧୩୬୨୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୪୪ ୧୦୭୦୮
ଦିଲ୍ଲୀ ୮୭୪୪୫ ୧୫୦୫୦୩୧ ୧୪୯୫୭ ୨୫୨୪୦ ୪୦
୧୦ ଗୋଆ ୧୪୧୩୪ ୧୭୯୪୨୩ ୧୦୦୨ ୩୫୩୯
୧୧ ଗୁଜୁରାଟ ୪୩୭୨୬ ୮୩୧୮୫୫ ୩୪୪୯ ୧୦୧୩୭
୧୨ ହରିୟାଣା ୩୧୧୭୩ ୭୭୧୨୬୦ ୨୫୪୩ ୧୦୦୮୩
୧୩ ହିମାଚଳ ପ୍ରଦେଶ ୬୯୩୭ ୨୨୫୮୧୫ ୩୪୦ ୩୮୮୭
୧୪ ଜାମ୍ମୁ କାଶ୍ମୀର ୬୨୪୨ ୩୩୭୪୧୨ ୨୬୨ ୪୫୪୭
୧୫ ଝାଡଖଣ୍ଡ ୩୦୯୮୬ ୩୫୫୩୫୬ ୨୮୦୧ ୫୧୮୪
୧୬ କର୍ଣ୍ଣାଟକ ୯୩୧୨୮ ୨୯୬୮୦୦୨ ୧୫୪୧ ୩୮୩୮୯ ୧୦
୧୭ କେରଳ ୫୫୧୩୩ ୫୨୦୭୭୬୨ ୨୫୫୨ ୫୦୦୭୬ ୧୯୯
୧୮ ଲଦାଖ ୫୦୨ ୨୨୧୨୫ ୨୬ ୨୨୨
୧୯ ଲକ୍ଷଦୀପ ୧୫ ୧୦୩୬୯ ୫୧
୨୦ ମଧ୍ୟପ୍ରଦେଶ ୧୪୪୦୬ ୭୮୫୪୯୬ ୪୯୭ ୧୦୫୪୦
୨୧ ମହାରାଷ୍ଟ୍ର ୨୪୩୮୪୯ ୬୬୪୯୧୧୧ ୨୮୦୪୧ ୧୪୧୭୦୧ ୩୨
୨୨ ମଣିପୁର ୭୩୬ ୧୨୩୮୦୨ ୨୦୧୨
୨୩ ମେଘାଳୟ ୭୦୧ ୮୩୪୩୯ ୪୩ ୧୪୮୯
୨୪ ମିଜୋରାମ ୭୩୯୭ ୧୪୧୫୩୧ ୨୯୬ ୫୬୪
୨୫ ନାଗାଲାଣ୍ଡ ୨୪୨ ୩୧୫୮୫ ୬୯ ୭୦୩
୨୬ ଓଡ଼ିଶା ୩୪୩୪୬ ୧୦୪୮୭୩୨ ୯୪୯ ୮୪୬୯
୨୭ ପୁଡୁଚେରୀ ୩୨୦୩ ୧୨୭୬୭୩ ୪୪ ୧୮୮୩
୨୮ ପଞ୍ଜାବ ୨୬୭୮୧ ୫୯୨୭୬୦ ୨୭୮୮ ୧୬୭୦୨ ୧୦
୨୯ ରାଜସ୍ଥାନ ୩୮୪୪୮ ୯୫୦୬୯୭ ୧୬୩୪ ୮୯୮୧
୩୦ ସିକ୍କିମ୍ ୭୯୬ ୩୨୧୪୫ ୨୦ ୪୧୦
୩୧ ତାମିଲନାଡୁ ୮୮୯୫୯ ୨୭୨୧୭୨୫ ୪୦୩୯ ୩୬୯୦୫ ୧୯
୩୨ ତେଲେଙ୍ଗାନା ୧୮୩୩୯ ୬୭୭୭୦୮ ୪୭୪ ୪୦୪୭
୩୩ ତ୍ରିପୁରା ୨୮୪୪ ୮୪୫୩୮ ୧୧୨ ୮୩୨
୩୪ ଉତ୍ତରାଖଣ୍ଡ ୮୦୧୮ ୩୪୧୭୬୮ ୧୪୯୭ ୭୪୩୩
୩୫ ଉତ୍ତରପ୍ରଦେଶ ୫୭୩୫୫ ୧୬୯୦୨୨୬ ୭୦୦ ୨୨୯୪୦
୩୬ ପଶ୍ଚିମବଙ୍ଗ ୧୧୬୨୫୧ ୧୬୮୧୩୭୫ ୮୧୧୭ ୧୯୯୫୯ ୨୩
ମୋଟ ୧E+୦୬ ୩୪୭୧୫୩୬୧ ୮୪୮୨୫ ୪୮୪୮୫୯ ୩୮୦

ଅନ୍ୟପଟେ, ରାଜ୍ୟରେ ଆଜି ଦଶହଜାରରୁ ଉର୍ଦ୍ଧ୍ୱ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ନୂଆ ଆକ୍ରାନ୍ତ: ୧୦୦୫୯

୦-୧୮ବର୍ଷର : ୮୭୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୮୩୩
– ସ୍ଥାନୀୟ ଅଞ୍ଚଳରୁ୪୨୨୬
୧- ଅନୁଗୁଳ ଜିଲ୍ଲାରୁ – ୪୬
୨- ବାଲେଶ୍ୱର ଜିଲ୍ଲାରୁ – ୨୭୮
୩- ବରଗଡ଼ ଜିଲ୍ଲାରୁ – ୭୬
୪- ଭଦ୍ରକ ଜିଲ୍ଲାରୁ – ୧୩୮
୫- ବଲାଙ୍ଗୀର ଜିଲ୍ଲାରୁ – ୨୧୬
୭- କଟକ ଜିଲ୍ଲାରୁ – ୮୭୦
୮- ଦେବଗଡ଼ ଜିଲ୍ଲାରୁ – ୧୮
୯- ଢେଙ୍କାନାଳ ଜିଲ୍ଲାରୁ – ୫୦
୧୦- ଗଜପତି ଜିଲ୍ଲାରୁ – ୮୨
୧୧- ଗଞ୍ଜାମ ଜିଲ୍ଲାରୁ – ୧୫୪
୧୨- ଜଗତସିଂହପୁର ଜିଲ୍ଲାରୁ – ୧୪୨
୧୩- ଯାଜପୁର ଜିଲ୍ଲାରୁ – ୨୧୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୧୯
୧୫- କଳାହାଣ୍ଡି ଜିଲ୍ଲାରୁ – ୧୨୩
୧୬- କନ୍ଧମାଳ ଜିଲ୍ଲାରୁ – ୩୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୧
୧୮- କେନ୍ଦୁଝର ଜିଲ୍ଲାରୁ – ୧୦୯
୧୯- ଖୋର୍ଦ୍ଧାରୁ: ୩୧୮୮
୨୦- କୋରାପୁଟ ଜିଲ୍ଲାରୁ – ୧୫୫
୨୧- ମାଲକାନଗିରି : ୧୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୪୨୩
୨୩- ନବରଙ୍ଗପୁର ଜିଲ୍ଲାରେ: ୧୨୨
୨୪- ନୟାଗଡ଼ ଜିଲ୍ଲାରୁ – ୧୦୨
୨୫- ନୂଆପଡ଼ା ଜିଲ୍ଲାରୁ – ୬୬
୨୬- ପୁରୀ ଜିଲ୍ଲାରୁ – ୨୭୨
୨୭- ରାୟଗଡ଼ା ଜିଲ୍ଲାରୁ – ୧୩୧
୨୮- ସମ୍ବଲପୁର ଜିଲ୍ଲାରୁ – ୫୭୦
୨୯- ସୋନପୁର ଜିଲ୍ଲାରୁ – ୧୦୬
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୩୪୮
୩୧- State Pool: ୭୨୪
– ନୂଆ ସୁସ୍ଥ ହୋଇଥିଲେ୯୪୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୪୦୩୬୬୭
– ମୋଟ ଆକ୍ରାନ୍ତ ୧୧୦୧୬୦୬
– ମୋଟ ସୁସ୍ଛ ହୋଲେଣି ୧୦୪୮୭୩୨
– ସକ୍ରୀୟ ଆକ୍ରାନ୍ତ – ୪୪୩୪୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.