Home Coronavirus Outbreak ଦେଶରେ ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୨,୭୬୬...

ଦେଶରେ ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୨,୭୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୮ ମୃତ

49

ନୂଆ ଦିଲ୍ଲୀ ୦୫-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୨,୭୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୧୦୦୪୮ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୧,୩୮,୦୯୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୮,୦୯୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୪୨% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୮,୬୭୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪୩୬୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୦,୫୩୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୪%

ଆରୋଗ୍ୟ ହୋଇଛନ୍ତି ୯୭.୪୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୬୮, ୪୬, ୬୯, ୫୨୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୧, ୬୧, ୭୬୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୨, ୮୨, ୪୦, ୦୩୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୦୪, ୯୭୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୩୬ ୧୨୯
ଆନ୍ଧ୍ରପ୍ରଦେଶ ୧୪୮୮୩ ୧୯୯୦୯୧୬ ୧୫୨୫ ୧୩୯୦୩ ୧୬
ଅରୁଣାଚଳ ପ୍ରଦେଶ ୭୬୨ ୫୨୨୭୬ ୧୧୪ ୨୬୪
ଆସାମ ୬୪୦୩ ୫୭୯୫୬୩ ୬୩୪ ୫୬୯୩ ୧୦
ବିହାର ୬୬ ୭୧୬୦୨୫ ୨୫ ୯୬୫୪
ଚଣ୍ଡିଗଡ଼ ୪୩ ୬୪୨୬୨ ୮୧୪
ଛତିଶଗଡ ୩୮୧ ୯୯୦୬୭୪ ୪୬ ୧୩୫୫୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୬
ଦିଲ୍ଲୀ ୩୫୪ ୧୪୧୨୪୯୩ ୬୩ ୨୫୦୮୨
୧୦ ଗୋଆ ୯୨୨ ୧୭୦୨୨୨ ୭୧ ୩୨୦୩
୧୧ ଗୁଜୁରାଟ ୧୪୮ ୮୧୫୨୪୬ ୧୬ ୧୦୦୮୨
୧୨ ହରିୟାଣା ୬୩୯ ୭୬୦୨୨୧ ୧୩ ୯୬୮୩
୧୩ ହିମାଚଳ ପ୍ରଦେଶ ୧୭୫୮ ୨୦୯୦୪୧ ୨୨୩ ୩୬୦୯
୧୪ ଜାମ୍ମୁ କାଶ୍ମୀର ୧୩୨୭ ୩୨୦୦୯୩ ୧୬୮ ୪୪୧୦
୧୫ ଝାଡଖଣ୍ଡ ୧୩୩ ୩୪୨୬୭୬ ୧୬ ୫୧୩୩
୧୬ କର୍ଣ୍ଣାଟକ ୧୭୭୭୨ ୨୮୯୮୮୭୪ ୧୬୨୦ ୩୭୪୦୧ ୨୧
୧୭ କେରଳ ୨୫୦୬୧୯ ୩୯୦୯୦୯୬ ୨୫୯୧୦ ୨୧୪୨୨ ୧୪୨
୧୮ ଲଦାଖ ୫୯ ୨୦୩୧୨ ୧୩ ୨୦୭
୧୯ ଲକ୍ଷଦୀପ ୧୩ ୧୦୨୮୪ ୫୧
୨୦ ମଧ୍ୟପ୍ରଦେଶ ୧୧୪ ୭୮୧୬୦୭ ୧୦୫୧୬
୨୧ ମହାରାଷ୍ଟ୍ର ୫୫୫୫୯ ୬୨୮୮୮୫୧ ୨୫୦୬ ୧୩୭୭୦୭ ୬୪
୨୨ ମଣିପୁର ୩୨୭୮ ୧୧୦୦୦୩ ୨୮୮ ୧୭୯୬
୨୩ ମେଘାଳୟ ୨୨୦୬ ୭୩୨୩୬ ୩୫୦ ୧୩୨୫
୨୪ ମିଜୋରାମ ୧୦୯୮୧ ୫୨୫୮୧ ୫୦୧ ୨୨୨
୨୫ ନାଗାଲାଣ୍ଡ ୭୫୧ ୨୮୯୨୫ ୬୪ ୬୨୬
୨୬ ଓଡ଼ିଶା ୬୪୧୩ ୯୯୬୩୦୦ ୮୨୬ ୮୦୪୦
୨୭ ପୁଡୁଚେରୀ ୯୩୭ ୧୨୧୨୯୬ ୭୬ ୧୮୧୬
୨୮ ପଞ୍ଜାବ ୩୪୪ ୫୮୩୯୯୭ ୪୦ ୧୬୪୩୯
୨୯ ରାଜସ୍ଥାନ ୮୬ ୯୪୫୦୮୬ ୧୦ ୮୯୫୪
୩୦ ସିକ୍କିମ୍ ୯୮୩ ୨୮୮୦୭ ୯୯ ୩୭୩
୩୧ ତାମିଲନାଡୁ ୧୬୩୧୫ ୨୫୬୯୭୭୧ ୧୬୧୦ ୩୫୦୦୦ ୨୦
୩୨ ତେଲେଙ୍ଗାନା ୫୬୭୩ ୬୪୯୭୫୭ ୩୬୬ ୩୮୮୩
୩୩ ତ୍ରିପୁରା ୭୯୨ ୮୧୬୮୯ ୧୨୧ ୮୦୩
୩୪ ଉତ୍ତରାଖଣ୍ଡ ୩୯୩ ୩୩୫୩୦୩ ୩୦ ୭୩୮୮
୩୫ ଉତ୍ତରପ୍ରଦେଶ ୨୫୦ ୧୬୮୬୩୨୩ ୧୫ ୨୨୮୫୪
୩୬ ପଶ୍ଚିମବଙ୍ଗ ୮୬୭୯ ୧୫୨୪୧୯୪ ୭୦୭ ୧୮୪୯୧
ମୋଟ ୪୧୦୦୪୮ ୩୨୧୩୮୦୯୨ ୩୮୦୯୧ ୪୪୦୫୩୩ ୩୦୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.