Home Top News ଦେଶରେ ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୩୦୩ ନୂଆ ଆକ୍ରାନ୍ତ...

ଦେଶରେ ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୩୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୯ ମୃତ

45

ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୩୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୬,୯୮୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୨୮,୧୨୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୫୬୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୬୮,୭୯୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୭୦୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୩,୬୯୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୪%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୮, ୪୦, ୭୫, ୪୫୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୯, ୫୩, ୪୩୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୫ ୧୨୯
ଆନ୍ଧ୍ରପ୍ରଦେଶ ୧୪ ୨୩୦୪୯୨୬ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୯ ୨୯୬
ଆସାମ ୭୧୬୨୧୫ ୭୯୮୬
ବିହାର ୩୪ ୮୧୮୨୫୭ ୧୨୨୫୬
ଚଣ୍ଡିଗଡ଼ ୬୦ ୯୦୮୦୫ ୧୧୬୫
ଛତିଶଗଡ ୨୮ ୧୧୩୮୧୯୧ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୪୮୩୨ ୧୮୪୭୪୫୬ ୧୦୪୨ ୨୬୧୭୦
୧୦ ଗୋଆ ୩୯ ୨୪୧୫୩୮ ୩୮୩୨
୧୧ ଗୁଜୁରାଟ ୧୦୫ ୧୨୧୩୨୪୩ ୧୦୯୪୩
୧୨ ହରିୟାଣା ୨୦୨୧ ୯୭୮୧୭୪ ୪୯୬ ୧୦୬୧୯
୧୩ ହିମାଚଳ ପ୍ରଦେଶ ୬୬ ୨୮୦୫୮୪ ୧୨ ୪୧୩୪
୧୪ ଜାମ୍ମୁ କାଶ୍ମୀର ୫୮ ୪୪୯୨୧୨ ୪୭୫୧
୧୫ ଝାଡଖଣ୍ଡ ୨୮ ୪୨୯୮୭୫ ୫୩୧୭
୧୬ କର୍ଣ୍ଣାଟକ ୧୭୫୫ ୩୯୦୫୩୯୭ ୯୯ ୪୦୦୫୭
୧୭ କେରଳ ୨୭୩୭ ୬୪୬୮୬୨୯ ୨୨୮ ୬୮୯୫୨ ୩୬
୧୮ ଲଦାଖ ୨୮୦୧୪ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୮୩ ୧୦୩୦୫୩୩ ୧୦୭୩୫
୨୧ ମହାରାଷ୍ଟ୍ର ୯୫୫ ୭୭୨୮୪୭୧ ୧୭୪ ୧୪୭୮୩୮
୨୨ ମଣିପୁର ୧୭ ୧୩୫୦୮୦ ୨୧୨୦
୨୩ ମେଘାଳୟ ୯୨୧୯୯ ୧୫୯୩
୨୪ ମିଜୋରାମ ୭୩୦ ୨୨୫୮୧୧ ୧୧୪ ୬୯୬
୨୫ ନାଗାଲାଣ୍ଡ ୩୪୭୨୮ ୭୬୦
୨୬ ଓଡ଼ିଶା ୧୩୩ ୧୨୭୮୭୬୦ ୯୧୨୪
୨୭ ପୁଡୁଚେରୀ ୧୬୩୮୧୫ ୧୯୬୨
୨୮ ପଞ୍ଜାବ ୧୭୨ ୭୪୧୫୯୨ ୪୨ ୧୭୭୪୮
୨୯ ରାଜସ୍ଥାନ ୨୪୨ ୧୨୭୩୬୭୭ ୨୦ ୯୫୫୨
୩୦ ସିକ୍କିମ୍ ୩୮୬୯୬ ୪୫୨
୩୧ ତାମିଲନାଡୁ ୪୪୭ ୩୪୧୫୨୮୪ ୩୪ ୩୮୦୨୫
୩୨ ତେଲେଙ୍ଗାନା ୨୭୬ ୭୮୭୫୧୯ ୧୧ ୪୧୧୧
୩୩ ତ୍ରିପୁରା ୯୯୯୫୭ ୯୨୨
୩୪ ଉତ୍ତରାଖଣ୍ଡ ୪୫୦ ୪୨୯୨୯୬ ୨୭ ୭୬୯୩
୩୫ ଉତ୍ତରପ୍ରଦେଶ ୧୩୮୪ ୨୦୪୮୬୭୧ ୧୮୯ ୨୩୫୦୬
୩୬ ପଶ୍ଚିମବଙ୍ଗ ୨୮୮ ୧୯୯୬୬୩୦ ୩୦ ୨୧୨୦୧
ମୋଟ ୧୬୯୮୦ ୪୨୫୨୮୧୨୬ ୨୫୬୩ ୫୨୩୬୯୩ ୩୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.