Home Top News ଦେଶରେ ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୪୫୧ ନୂଆ ଆକ୍ରାନ୍ତ...

ଦେଶରେ ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ, ୫୪ ମୃତ

36

ନୂଆ ଦିଲ୍ଲୀ ୨୨-୪ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୪,୨୪୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୧୬,୦୬୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୫୮୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୫୨,୪୨୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୮୦୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୨,୧୧୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୭, ୦୭, ୦୮, ୧୧୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୫, ୪୭, ୨୮୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୩, ୩୩, ୭୭, ୦୫୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୪୯, ୧୧୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୫ ୧୨୯
ଆନ୍ଧ୍ରପ୍ରଦେଶ ୩୫ ୨୩୦୪୮୮୮ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୯ ୨୯୬
ଆସାମ ୧୩୫୩ ୭୧୬୨୧୨ ୬୬୩୯
ବିହାର ୧୬ ୮୧୮୨୪୨ ୧୨୨୫୬
ଚଣ୍ଡିଗଡ଼ ୨୨ ୯୦୭୮୯ ୧୧୬୫
ଛତିଶଗଡ ୧୧ ୧୧୩୮୧୮୩ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୨୯୭୦ ୧୮୪୨୫୨୫ ୬୩୫ ୨୬୧୬୨
୧୦ ଗୋଆ ୨୪ ୨୪୧୫୨୦ ୩୮୩୨
୧୧ ଗୁଜୁରାଟ ୯୮ ୧୨୧୩୧୭୩ ୧୨ ୧୦୯୪୩
୧୨ ହରିୟାଣା ୧୪୪୧ ୯୭୬୦୯୭ ୨୦୧ ୧୦୬୧୮
୧୩ ହିମାଚଳ ପ୍ରଦେଶ ୭୭ ୨୮୦୫୨୬ ୪୧୩୪
୧୪ ଜାମ୍ମୁ କାଶ୍ମୀର ୫୫ ୪୪୯୧୬୦ ୪୭୫୧
୧୫ ଝାଡଖଣ୍ଡ ୨୩ ୪୨୯୮୫୭ ୫୩୧୬
୧୬ କର୍ଣ୍ଣାଟକ ୧୫୯୨ ୩୯୦୪୯୯୬ ୪୯ ୪୦୦୫୭
୧୭ କେରଳ ୨୫୭୧ ୬୪୬୭୨୧୫ ୨୫୬ ୬୮୭୫୦ ୪୮
୧୮ ଲଦାଖ ୨୮୦୧୧ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୫୭ ୧୦୩୦୪୮୯ ୧୦୭୩୫
୨୧ ମହାରାଷ୍ଟ୍ର ୭୬୨ ୭୭୨୭୭୮୯ ୧୦୬ ୧୪୭୮୩୧
୨୨ ମଣିପୁର ୨୯ ୧୩୫୦୫୬ ୨୧୨୦
୨୩ ମେଘାଳୟ ୯୨୧୯୩ ୧୫୯୩
୨୪ ମିଜୋରାମ ୬୧୪ ୨୨୫୨୮୨ ୭୫ ୬୯୪
୨୫ ନାଗାଲାଣ୍ଡ ୩୪୭୨୭ ୭୬୦
୨୬ ଓଡ଼ିଶା ୧୫୭ ୧୨୭୮୬୮୭ ୧୫ ୯୧୨୪
୨୭ ପୁଡୁଚେରୀ ୧୬୩୮୧୫ ୧୯୬୨
୨୮ ପଞ୍ଜାବ ୧୨୩ ୭୪୧୪୮୮ ୧୦ ୧୭୭୪୪
୨୯ ରାଜସ୍ଥାନ ୧୨୨ ୧୨୭୩୫୯୧ ୨୧ ୯୫୫୨
୩୦ ସିକ୍କିମ୍ ୩୮୬୯୩ ୪୫୨
୩୧ ତାମିଲନାଡୁ ୨୫୬ ୩୪୧୫୧୦୯ ୨୬ ୩୮୦୨୫
୩୨ ତେଲେଙ୍ଗାନା ୧୮୭ ୭୮୭୪୧୧ ୨୪ ୪୧୧୧
୩୩ ତ୍ରିପୁରା ୯୯୯୫୬ ୯୨୨
୩୪ ଉତ୍ତରାଖଣ୍ଡ ୪୦୭ ୪୨୯୨୫୬ ୭୬୯୩
୩୫ ଉତ୍ତରପ୍ରଦେଶ ୯୮୦ ୨୦୪୭୭୮୬ ୮୧ ୨୩୫୦୨
୩୬ ପଶ୍ଚିମବଙ୍ଗ ୨୪୫ ୧୯୯୬୪୫୫ ୩୯ ୨୧୨୦୦
ମୋଟ ୧୪୨୪୧ ୪୨୫୧୬୦୬୮ ୧୫୮୯ ୫୨୨୧୧୬ ୫୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.