Home Coronavirus Outbreak ଦେଶରେ ପୁଣି ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୯୦,୯୨୮ ନୂଆ ଆକ୍ରାନ୍ତ...

ଦେଶରେ ପୁଣି ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୯୦,୯୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩୨୫ ମୃତ

65

ନୂଆ ଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୯୦,୯୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୮୫,୪୦୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୮୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୩,୪୧,୦୦୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୯,୨୦୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୮୧% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୦୯,୨୮୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୭୧,୩୯୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୨୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୨,୮୭୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୮୧%

ଆରୋଗ୍ୟ ହୋଇଛନ୍ତି ୯୭.୮୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୪୮, ୬୭, ୮୦, ୨୨୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୯୧, ୨୫, ୦୯୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୮, ୫୩, ୦୫, ୭୫୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୧୩, ୦୩୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୧ ୭୬୦୪ ୧୨୯
ଆନ୍ଧ୍ରପ୍ରଦେଶ ୧୮୪୮ ୨୦୬୨୦୨୯ ୧୦୨ ୧୪୪୯୯
ଅରୁଣାଚଳ ପ୍ରଦେଶ ୭୫ ୫୫୦୫୦ ୨୮୨
ଆସାମ ୩୩୨୬ ୬୧୨୯୮୮ ୧୯୬ ୬୧୭୪
ବିହାର ୩୬୯୮ ୭୧୪୬୩୧ ୧୮୪ ୧୨୦୯୬
ଚଣ୍ଡିଗଡ଼ ୬୬୫ ୬୪୭୪୮ ୬୩ ୧୦୮୦
ଛତିଶଗଡ ୪୫୬୨ ୯୯୩୯୬୧ ୨୯ ୧୩୬୦୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୪ ୧୦୬୮୭
ଦିଲ୍ଲୀ ୨୩୩୦୭ ୧୪୨୫୯୩୮ ୨୨୩୯ ୨୫୧୨୧
୧୦ ଗୋଆ ୩୭୧୮ ୧୭୬୫୫୧ ୪୬ ୩୫୨୬
୧୧ ଗୁଜୁରାଟ ୧୦୯୯୪ ୮୧୯୫୨୩ ୨୩୬ ୧୦୧୨୬
୧୨ ହରିୟାଣା ୬୦୫୯ ୭୬୨୮୯୩ ୧୭୬ ୧୦୦୬୬
୧୩ ହିମାଚଳ ପ୍ରଦେଶ ୧୨୧୬ ୨୨୪୬୯୧ ୧୬ ୩୮୮୦
୧୪ ଜାମ୍ମୁ କାଶ୍ମୀର ୧୮୧୯ ୩୩୬୦୭୦ ୧୪୦ ୪୫୩୦
୧୫ ଝାଡଖଣ୍ଡ ୧୦୯୯୦ ୩୪୫୩୭୯ ୨୪୪ ୫୧୪୯
୧୬ କର୍ଣ୍ଣାଟକ ୧୭୪୪୩ ୨୯୬୧୭୭୨ ୩୬୨ ୩୮୩୫୭
୧୭ କେରଳ ୨୩୬୦୭ ୫୧୯୦୯୧୩ ୧୮୧୩ ୪୮୮୯୫ ୨୫୮
୧୮ ଲଦାଖ ୨୫୭ ୨୧୮୭୧ ୩୫ ୨୨୧
୧୯ ଲକ୍ଷଦୀପ ୧୦୩୬୫ ୫୧
୨୦ ମଧ୍ୟପ୍ରଦେଶ ୧୫୪୪ ୭୮୩୨୮୪ ୭୮ ୧୦୫୩୫
୨୧ ମହାରାଷ୍ଟ୍ର ୯୧୨୦୪ ୬୫୨୪୨୪୭ ୫୩୩୧ ୧୪୧୫୮୧
୨୨ ମଣିପୁର ୨୬୮ ୧୨୩୬୨୯ ୧୪ ୨୦୦୮
୨୩ ମେଘାଳୟ ୧୪୫ ୮୩୩୦୧ ୧୪୮୫
୨୪ ମିଜୋରାମ ୨୫୭୨ ୧୪୦୦୬୭ ୯୧ ୫୫୪
୨୫ ନାଗାଲାଣ୍ଡ ୬୪ ୩୧୪୫୦ ୭୦୨
୨୬ ଓଡ଼ିଶା ୩୮୯୬ ୧୦୪୫୫୧୪ ୧୩୮ ୮୪୬୬
୨୭ ପୁଡୁଚେରୀ ୨୭୮ ୧୨୭୫୩୩ ୧୮୮୧
୨୮ ପଞ୍ଜାବ ୪୪୩୪ ୫୮୭୬୩୨ ୪୪ ୧୬୬୫୭
୨୯ ରାଜସ୍ଥାନ ୫୦୧୬ ୯୪୬୪୭୦ ୪୮ ୮୯୬୭
୩୦ ସିକ୍କିମ୍ ୬୫ ୩୨୦୬୯ ୪୦୯
୩୧ ତାମିଲନାଡୁ ୧୬୫୭୭ ୨୭୦୭୦୫୮ ୬୮୮ ୩୬୮୧୪
୩୨ ତେଲେଙ୍ଗାନା ୬୧୬୮ ୬୭୫୩୪୧ ୨୦୯ ୪୦୩୪
୩୩ ତ୍ରିପୁରା ୨୭୮ ୮୪୧୯୦ ୮୨୯
୩୪ ଉତ୍ତରାଖଣ୍ଡ ୧୦୦୦ ୩୩୮୦୪୮ ୧୫୯ ୭୪୨୦
୩୫ ଉତ୍ତରପ୍ରଦେଶ ୫୧୫୮ ୧୬୮୮୦୫୮ ୫୧ ୨୨୯୧୬
୩୬ ପଶ୍ଚିମବଙ୍ଗ ୩୩୦୪୨ ୧୬୨୫୪୫୪ ୬୪୩୮ ୧୯୮୨୭ ୧୭
ମୋଟ ୨୮୫୪୦୧ ୩୪୩୪୧୦୦୯ ୧୯୨୦୬ ୪୮୨୮୭୬ ୩୨୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.