Home Coronavirus Outbreak ଦେଶରେ ପୁଣି କମିଲା ସଂକ୍ରମଣ : କରୋନା ନେଲା ୩, ୪୬୦ ଜୀବନ ୧, ୬୫,...

ଦେଶରେ ପୁଣି କମିଲା ସଂକ୍ରମଣ : କରୋନା ନେଲା ୩, ୪୬୦ ଜୀବନ ୧, ୬୫, ୫୫୩ ନୂଆ ଆକ୍ରାନ୍ତ ଚିହ୍ନଟ

25

ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ଦେଶରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୧, ୬୫, ୫୫୩ ନୂତନ COVID୧୯ ମାମଲା ୨, ୭୬, ୩୦୯ ସୁସ୍ଥ ଏବଂ ୩, ୪୬୦ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ମାମଲା: ୨, ୭୮, ୯୪, ୮୦୦
ଗତକାଲି ଡିସଚାର୍ଜ ହୋଇଛନ୍ତି – ୨, ୭୬, ୩୦୯
ସମୁଦାୟ ଡିସଚାର୍ଜ: ୨, ୫୪, ୫୪, ୩୨୦
ମୋଟ ମୃତ୍ୟୁ ସଂଖ୍ୟା: ୩, ୨୫, ୯୭୨
ସକ୍ରିୟ ମାମଲା: ୨୧, ୧୪, ୫୦୮
ଗତକାଲି ଟୀକାକରଣ: ୩୦, ୩୫, ୭୪୯
ମୋଟ ଟୀକାକରଣ: ୨୧, ୨୦, ୬୬, ୬୧୪

ଏହା ସହ ଦେଶରେ ମୋଟ ସକରାତ୍ମକ ମାମଲା ୨୧, ୧୪, ୫୦୮ ହୋଇଛି।

କରୋନା ସଂକ୍ରମଣ ହେତୁ ଗୋଟିଏ ଦିନରେ ୩, ୪୬୦ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୩, ୨୫, ୯୭୨ ହୋଇଛି।

ଏଥି ସହିତ କରୋନାରୁ ୨, ୫୪, ୫୪, ୩୨୦ ଲୋକ ଆରୋଗ୍ୟ ହୋଇଛନ୍ତି।

ଭାରତରେ ଆରୋଗ୍ୟ ହାର (୯୦.୮୦%)

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ରବିବାର ସକାଳ ଆଠଟା ପର୍ଯ୍ୟନ୍ତ କରୋନା ଭୂତାଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୧, ୧୪, ୫୦୮ ଯାହା ସମୁଦାୟ ସଂକ୍ରମଣର (୮.୦୪%) ପ୍ରତିଶତ ଥିବାବେଳେ କରୋନାରୁ ଜାତୀୟ ପୁନରୁଦ୍ଧାର ହାର ରହିଛି (୯୦.୮୦%) ପ୍ରତିଶତ।

ତଥ୍ୟ ଅନୁଯାୟୀଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨, ୫୪, ୫୪, ୩୨୦ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର (୧.୧୬%) ପ୍ରତିଶତ ରେକର୍ଡ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତଥ୍ୟ ଅନୁଯାୟୀCOVID୧୯ ପାଇଁ ୨୯ ମଇ ୨୦୨୧ ପର୍ଯ୍ୟନ୍ତ ୩୪, ୩୧, ୮୩, ୭୪୮ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନମୁନା ଗତକାଲି ୨୦, ୬୩, ୮୩୯ ପରୀକ୍ଷା କରାଯାଇଥିଲା।

ନିମ୍ନ କ୍ରମରେ ଜାଣନ୍ତୁ ରାଜ୍ୟ ଗୁଡ଼ିକର ପରିସଂଖ୍ୟାନ

କ.ସଂଖ୍ୟା – – ରାଜ୍ୟ-ୟୁଟି – ସକ୍ରୀୟ ଆକ୍ରାନ୍ତ – ମୋଟ ଆରୋଗ୍ୟ – ଗତକାଲି ସୁସ୍ଥ ହୋଇଛନ୍ତି – ମୋଟ ମୃତ୍ୟୁ – ଗତକାଲି ମୃତ୍ୟୁ

୧ – ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ – ୧୯୧ – ୬୬୬୦ – ୩୦ – ୧୧୩ – ୦

୨ – ଆନ୍ଧ୍ରପ୍ରଦେଶ – ୧୭୩୬୨୨ – ୧୪୮୭୩୮୨ – ୨୦୩୯୨ – ୧୦୭୩୮ – ୧୦୪

୩ – ଅରୁଣାଚଳ ପ୍ରଦେଶ – ୩୯୧୮ – ୨୨୭୪୬ – ୩୯୪ – ୧୧୪ – ୩

୪ – ଆସାମ – ୫୬୨୯୫ – ୩୪୪୦୮୩ – ୩୯୦୫ – ୩୨୪୫ – ୭୭

୫ – ବିହାର – ୨୧୦୮୫ – ୬୭୮୦୩୬ – ୫୧୬୮ – ୫୦୫୨ – ୪୮

୬ – ଚଣ୍ଡିଗଡ଼ – ୨୪୬୬ – ୫୬୫୩୪ – ୪୫୦ – ୭୪୦ – ୫

୭ – ଛତିଶଗଡ – ୪୨୯୧୪ – ୯୧୧୭୫୨ – ୬୩୯୧ – ୧୨୯୭୯ – ୬୪

୮ – ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ – ୩୩୩ – ୯୮୭୭ – ୩୨ – ୪ – ୦

୯ – ଦିଲ୍ଲୀ – ୧୩୦୩୫ – ୧୩୮୭୫୩୮ – ୨୩୮୦ – ୨୪୦୭୩ – ୧୨୨

୧୦ – ଗୋଆ – ୧୫୦୫୬ – ୧୩୬୭୬୬ – ୧୨୦୬ – ୨୫୯୭ – ୨୭

୧୧ – ଗୁଜୁରାଟ – ୩୮୭୦୩ – ୭୫୭୧୨୪ – ୭୧୦୯ – ୯୭୯୦ – ୨୯

୧୨ – ହରିୟାଣା – ୨୩୦୯୪ – ୭୨୨୭୧୧ – ୩୭୫୨ – ୮୧୩୨ – ୯୭

୧୩ – ହିମାଚଳ ପ୍ରଦେଶ – ୧୬୯୮୯ – ୧୬୮୫୨୯ – ୨୭୩୮ – ୩୦୮୬ – ୩୦

୧୪ – ଜାମ୍ମୁ କାଶ୍ମୀର – ୩୯୨୫୫ – ୨୪୩୫୮୮ – ୪୩୩୪ – ୩୮୪୧ – ୪୬

୧୫ – ଝାଡଖଣ୍ଡ – ୧୦୯୪୬ – ୩୨୦୩୩୬ – ୧୬୪୭ – ୪୯୫୮ – ୧୩

୧୬ – କର୍ଣ୍ଣାଟକ – ୩୫୦୦୮୭ – ୨୧୮୯୦୬୪ – ୪୨୪୪୩ – ୨୮୨୯୮ – ୪୯୨

୧୭ – କେରଳ – ୨୩୩୪୨୫ – ୨୨୫୨୫୦୫ – ୨୮୧୦୦ – ୮୪୫୫ – ୧୯୮

୧୮ – ଲଦାଖ – ୧୬୦୩ – ୧୬୬୫୮ – ୧୪୧ – ୧୮୭ – ୦

୧୯ – ଲକ୍ଷଦୀପ – ୧୯୭୮ – ୫୬୨୨ – ୨୧୮ – ୩୧ – ୨

୨୦ – ମଧ୍ୟପ୍ରଦେଶ – ୩୦୮୯୯ – ୭୩୮୪୯୧ – ୪୯୯୫ – ୭୯୫୯ – ୬୮

୨୧ – ମହାରାଷ୍ଟ୍ର – ୨୭୯୩୪୭ – ୫୩୩୯୮୩୮ – ୩୧୯୬୪ – ୯୪୦୩୦ – ୮୩୨

୨୨ – ମଣିପୁର – ୮୦୩୦ – ୪୦୦୪୪ – ୫୬୪ – ୭୭୬ – ୧୫

୨୩ – ମେଘାଳୟ – ୭୭୪୧ – ୨୬୧୫୬ – ୮୯୦ – ୫୫୧ – ୭

୨୪ – ମିଜୋରାମ – ୩୦୮୯ – ୮୮୬୩ – ୨୨୦ – ୩୬ – ୧

୨୫ – ନାଗାଲାଣ୍ଡ – ୪୯୮୨ – ୧୬୦୩୯ – ୧୫୭ – ୩୫୦ – ୭

୨୬ – ଓଡ଼ିଶା – ୮୫୮୧୧ – ୬୫୮୬୪୬ – ୨୩୪୬୭ – ୨୬୮୬ – ୩୫

୨୭ – ପୁଡୁଚେରୀ – ୧୩୧୫୩ – ୮୮୨୪୬ – ୧୭୧୮ – ୧୪୯୭ – ୨୧

୨୮ – ପଞ୍ଜାବ – ୪୨୧୭୭ – ୫୦୬୩୪୯ – ୫୬୯୮ – ୧୪୩୦୫ – ୧୨୫

୨୯ – ରାଜସ୍ଥାନ – ୫୬୬୨୮ – ୮୭୧୨୮୩ – ୮୧୦୮ – ୮୨୫୧ – ୭୦

୩୦ – ସିକ୍କିମ୍ – ୩୮୩୧ – ୧୦୮୨୯ – ୨୩୨ – ୨୪୭ – ୪

୩୧ – ତାମିଲନାଡୁ – ୩୧୦୧୫୭ – ୧୭୦୬୨୯୮ – ୩୧୭୫୯ – ୨୩୨୬୧ – ୪୮୬

୩୨ – ତେଲେଙ୍ଗାନା – ୩୬୯୧୭ – ୫୩୩୮୬୨ – ୩୮୩୭ – ୩୨୪୭ – ୨୧

୩୩ – ତ୍ରିପୁରା – ୭୦୪୨ – ୪୩୧୯୦ – ୭୨୨ – ୫୦୭ – ୯

୩୪ – ଉତ୍ତରାଖଣ୍ଡ – ୩୧୧୧୦ – ୨୮୯୬୪୨ – ୪୪୭୨ – ୬୩୬୦ – ୯୯

୩୫ – ଉତ୍ତରପ୍ରଦେଶ – ୪୬୨୦୧ – ୧୬୨୧୭୪୩ – ୭୯୦୨ – ୨୦୨୦୮ – ୧୫୫

୩୬ – ପଶ୍ଚିମବଙ୍ଗ – ୧୦୨୩୯୮ – ୧୨୩୭୨୯୦ – ୧୮୭୭୪ – ୧୫୨୬୮ – ୧୪୮

ମୋଟ – ୨୧୧୪୫୦୮ – ୨୫୪୫୪୩୨୦ – ୨୭୬୩୦୯ – ୩୨୫୯୭୨ – ୩୪୬୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.