Home Coronavirus Outbreak ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬୭,୫୯୭ ନୂଆ ଆକ୍ରାନ୍ତ...

ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬୭,୫୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧,୧୮୮ ମୃତ

51

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬୭,୫୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯,୯୪,୮୯୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୨.୩୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୦୮,୪୦,୬୫୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୮୦,୪୫୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୬.୪୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୩,୩୯,୬୧୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୧୪,୦୪୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧,୧୮୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୪,୦୬୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୨.୩୫%

ଆରୋଗ୍ୟ ହୋଇଛନ୍ତି ୯୬.୪୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୦, ୨୧, ୭୨, ୬୧୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୫, ୭୮, ୨୯୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୪, ୨୯, ୦୮, ୧୨୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୪୬, ୫୩୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୯୨ ୯୬୦୪ ୧୭ ୧୨୯
ଆନ୍ଧ୍ରପ୍ରଦେଶ ୬୨୩୯୫ ୨୨୨୭୯୮୫ ୮୭୬୬ ୧୪୬୭୨
ଅରୁଣାଚଳ ପ୍ରଦେଶ ୧୪୪୩ ୬୧୮୮୪ ୨୯୫ ୨୯୨
ଆସାମ ୮୪୩୫ ୭୦୬୯୩୧ ୧୮୧୩ ୬୫୭୧ ୧୦
ବିହାର ୨୩୫୫ ୮୧୨୯୫୩ ୩୨୮ ୧୨୨୩୯
ଚଣ୍ଡିଗଡ଼ ୧୩୨୩ ୮୮୩୪୭ ୩୪୨ ୧୧୪୧
ଛତିଶଗଡ ୧୩୭୦୬ ୧୧୧୨୮୧୦ ୪୧୮୦ ୧୩୯୫୧ ୧୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୯୫ ୧୧୩୦୩
ଦିଲ୍ଲୀ ୭୮୮୫ ୧୮୧୧୨୦୧ ୨୧୨୦ ୨୫୯୯୮ ୧୫
୧୦ ଗୋଆ ୪୩୭୭ ୨୩୪୫୩୪ ୫୦୦ ୩୭୪୮
୧୧ ଗୁଜୁରାଟ ୩୮୬୪୪ ୧୧୫୩୮୧୮ ୮୮୬୨ ୧୦୬୮୮ ୨୧
୧୨ ହରିୟାଣା ୧୧୮୦୨ ୯୪୩୮୭୬ ୩୫୪୪ ୧୦୪୧୬ ୨୧
୧୩ ହିମାଚଳ ପ୍ରଦେଶ ୫୪୩୧ ୨୬୭୭୫୪ ୧୫୫୫ ୪୦୫୧
୧୪ ଜାମ୍ମୁ କାଶ୍ମୀର ୧୪୯୨୪ ୪୨୭୬୮୯ ୩୧୬୮ ୪୭୨୧
୧୫ ଝାଡଖଣ୍ଡ ୨୪୨୧ ୪୨୪୧୭୧ ୪୭୩ ୫୩୧୩
୧୬ କର୍ଣ୍ଣାଟକ ୮୭୧୧୪ ୩୭୭୫୭୯୯ ୧୬୮୦୨ ୩୯୩୯୬ ୪୯
୧୭ କେରଳ ୩୦୨୧୮୩ ୫୯୩୨୬୦୯ ୪୯୫୮୬ ୫୯୧୧୫ ୮୬୦
୧୮ ଲଦାଖ ୮୮୨ ୨୫୮୮୪ ୧୫୫ ୨୨୬
୧୯ ଲକ୍ଷଦୀପ ୧୪୮ ୧୧୦୪୧ ୨୯ ୫୨
୨୦ ମଧ୍ୟପ୍ରଦେଶ ୪୦୫୯୧ ୯୫୮୪୪୩ ୮୧୩୦ ୧୦୬୬୪
୨୧ ମହାରାଷ୍ଟ୍ର ୧୧୦୦୦୪ ୭୫୫୭୦୩୪ ୧୮୪୨୩ ୧୪୩୦୯୮ ୨୪
୨୨ ମଣିପୁର ୩୬୫୯ ୧୨୯୨୮୫ ୨୭୨ ୨୦୬୬
୨୩ ମେଘାଳୟ ୧୩୩୯ ୮୯୪୭୬ ୧୮୩ ୧୫୪୮
୨୪ ମିଜୋରାମ ୧୩୯୯୧ ୧୭୩୪୯୫ ୨୨୩୯ ୬୨୩
୨୫ ନାଗାଲାଣ୍ଡ ୬୯୧ ୩୩୪୯୦ ୭୫ ୭୪୬
୨୬ ଓଡ଼ିଶା ୧୭୯୫୭ ୧୨୪୧୫୯୭ ୩୬୨୧ ୮୭୫୪ ୨୦
୨୭ ପୁଡୁଚେରୀ ୩୬୮୯ ୧୫୮୭୩୭ ୬୫୧ ୧୯୫୦
୨୮ ପଞ୍ଜାବ ୮୭୫୦ ୭୨୬୪୧୬ ୨୨୦୨ ୧୭୪୬୯ ୩୩
୨୯ ରାଜସ୍ଥାନ ୪୦୮୮୦ ୧୧୯୭୨୦୯ ୭୨୯୯ ୯୩୯୧ ୧୨
୩୦ ସିକ୍କିମ୍ ୫୩୯ ୩୭୭୩୪ ୧୦୬ ୪୩୬
୩୧ ତାମିଲନାଡୁ ୧୦୫୮୯୨ ୩୨୭୨୩୨୨ ୨୧୦୨୭ ୩୭୭୭୨ ୧୩
୩୨ ତେଲେଙ୍ଗାନା ୨୪୦୦୦ ୭୫୦୮୦୯ ୩୮୭୭ ୪୧୦୧
୩୩ ତ୍ରିପୁରା ୫୯୬ ୯୯୧୮୨ ୧୮୫ ୯୧୯
୩୪ ଉତ୍ତରାଖଣ୍ଡ ୧୨୯୬୯ ୪୦୯୫୭୪ ୪୦୬୨ ୭୬୨୦
୩୫ ଉତ୍ତରପ୍ରଦେଶ ୨୬୭୨୫ ୧୯୯୬୮୬୫ ୩୮୨୨ ୨୩୩୩୦ ୧୨
୩୬ ପଶ୍ଚିମବଙ୍ଗ ୧୬୮୬୪ ୧୯୬୮୭୯୭ ୧୭୪୨ ୨୦୮୫୨ ୨୯
ମୋଟ ୯୯୪୮୯୧ ୪୦୮୪୦୬୫୮ ୧୮୦୪୫୬ ୫୦୪୦୬୨ ୧୧୮୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.