Home Coronavirus Outbreak ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୨,୪୩୩ ନୂଆ ଆକ୍ରାନ୍ତ...

ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୨,୪୩୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦୦୮ ମୃତ

40

ନୂଆ ଦିଲ୍ଲୀ ୩-୨ (ଓଡ଼ିଆ ପୁଅ) ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୨,୪୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୫,୩୩,୯୨୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୩.୬୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୯୭,୭୦,୪୧୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୫୯,୧୦୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୫.୧୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୮,୦୩,୩୧୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୭,୬୮୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧,୦୦୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୯୮,୯୮୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୩.୬୭%

ଆରୋଗ୍ୟ ହୋଇଛନ୍ତି ୯୫.୧୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୭, ୮୭, ୯୩, ୧୩୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୫, ୧୦, ୬୯୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୩, ୪୧, ୯୨, ୬୧୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୬୯, ୪୪୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୯୦ ୯୪୨୫ ୬୩ ୧୨୯
ଆନ୍ଧ୍ରପ୍ରଦେଶ ୧୦୦୬୨୨ ୨୧୭୩୩୧୩ ୧୧୨୮୦ ୧୪୬୩୧ ୧୧
ଅରୁଣାଚଳ ପ୍ରଦେଶ ୨୩୭୫ ୬୦୨୨୮ ୩୫୭ ୨୯୦
ଆସାମ ୧୬୫୨୫ ୬୯୫୮୯୬ ୫୨୯୩ ୬୪୯୯ ୧୮
ବିହାର ୩୭୫୩ ୮୦୯୪୪୫ ୧୭୬୮ ୧୨୨୨୬
ଚଣ୍ଡିଗଡ଼ ୨୫୯୦ ୮୬୨୮୯ ୬୧୪ ୧୧୨୯
ଛତିଶଗଡ ୨୧୪୭୫ ୧୦୯୬୫୧୦ ୨୪୩୭ ୧୩୮୮୩ ୧୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୩ ୧୧୨୫୨ ୧୮
ଦିଲ୍ଲୀ ୧୪୮୭୦ ୧୭୯୫୧୯୦ ୪୬୭୯ ୨୫୯୧୯ ୨୭
୧୦ ଗୋଆ ୭୦୫୧ ୨୨୯୭୧୨ ୧୪୬୫ ୩୭୦୮
୧୧ ଗୁଜୁରାଟ ୬୯୧୮୭ ୧୦୯୮୧୯୯ ୧୫୧୭୭ ୧୦୫୪୫ ୩୪
୧୨ ହରିୟାଣା ୨୦୮୮୨ ୯୨୪୪୭୪ ୫୧୧୭ ୧୦୩୩୭ ୧୭
୧୩ ହିମାଚଳ ପ୍ରଦେଶ ୯୪୨୨ ୨୫୯୮୧୪ ୫୪୧ ୪୦୦୭
୧୪ ଜାମ୍ମୁ କାଶ୍ମୀର ୨୯୮୨୯ ୪୦୫୯୫୯ ୫୦୨୪ ୪୬୯୨
୧୫ ଝାଡଖଣ୍ଡ ୩୭୮୧ ୪୨୦୬୮୬ ୧୧୮୯ ୫୩୦୬
୧୬ କର୍ଣ୍ଣାଟକ ୧୭୭୨୭୬ ୩୬୨୭୯୨୫ ୪୦୯୦୩ ୩୯୧୩୭ ୮୧
୧୭ କେରଳ ୩୭୮୫୬୪ ୫୬୯୫୦୯୧ ୪୧୭୧୫ ୫୬୧୦୦ ୫୦୦
୧୮ ଲଦାଖ ୧୧୪୦ ୨୫୦୩୪ ୧୭୭ ୨୨୬
୧୯ ଲକ୍ଷଦୀପ ୨୨୫ ୧୦୮୭୩ ୪୯ ୫୨
୨୦ ମଧ୍ୟପ୍ରଦେଶ ୫୩୯୫୧ ୯୧୬୫୨୨ ୯୬୯୬ ୧୦୬୩୦
୨୧ ମହାରାଷ୍ଟ୍ର ୧୭୭୧୩୧ ୭୪୩୩୬୩୩ ୩୬୨୮୧ ୧୪୨୭୮୪ ୭୯
୨୨ ମଣିପୁର ୩୯୪୩ ୧୨୭୯୦୯ ୩୩୭ ୨୦୫୩
୨୩ ମେଘାଳୟ ୨୦୭୫ ୮୮୦୧୩ ୩୮୭ ୧୫୩୩
୨୪ ମିଜୋରାମ ୧୫୫୬୩ ୧୬୩୫୬୦ ୧୯୧୮ ୬୧୭
୨୫ ନାଗାଲାଣ୍ଡ ୮୪୦ ୩୩୦୩୪ ୧୪୦ ୭୩୬
୨୬ ଓଡ଼ିଶା ୩୧୭୪୮ ୧୨୧୫୩୮୦ ୬୦୬୭ ୮୬୪୮ ୧୯
୨୭ ପୁଡୁଚେରୀ ୬୮୫୨ ୧୫୩୮୪୦ ୩୧୫୧ ୧୯୪୧
୨୮ ପଞ୍ଜାବ ୧୭୭୫୦ ୭୧୧୭୬୭ ୪୮୬୭ ୧୭୩୨୦ ୨୮
୨୯ ରାଜସ୍ଥାନ ୫୮୬୦୩ ୧୧୫୩୧୪୮ ୧୨୮୩୯ ୯୩୧୦ ୨୨
୩୦ ସିକ୍କିମ୍ ୭୨୭ ୩୭୧୯୪ ୨୨୮ ୪୩୨
୩୧ ତାମିଲନାଡୁ ୧୭୭୯୯୯ ୩୧୫୯୬୯୪ ୨୪୫୭୬ ୩୭୬୩୬ ୩୭
୩୨ ତେଲେଙ୍ଗାନା ୩୪୬୬୫ ୭୩୦୬୪୮ ୩୬୦୩ ୪୦୯୪
୩୩ ତ୍ରିପୁରା ୨୩୬୮ ୯୭୨୪୦ ୫୦୮ ୯୧୪
୩୪ ଉତ୍ତରାଖଣ୍ଡ ୨୬୦୭୧ ୩୯୧୬୬୪ ୩୨୯୫ ୭୫୭୪ ୧୦
୩୫ ଉତ୍ତରପ୍ରଦେଶ ୪୧୭୯୫ ୧୯୬୪୧୬୭ ୧୦୩୯୮ ୨୩୨୫୪ ୨୧
୩୬ ପଶ୍ଚିମବଙ୍ଗ ୨୧୮୮୦ ୧୯୫୭୬୮୬ ୨୯୫୦ ୨୦୬୮୭ ୩୫
ମୋଟ ୧୫୩୩୯୨୧ ୩୯୭୭୦୪୧୪ ୨୫୯୧୦୭ ୪୯୮୯୮୩ ୧୦୦୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.