Home Coronavirus Outbreak ଦେଶରେ କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୮,୬୬୭ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୮,୬୬୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୭୮ ମୃତ

37

ନୂଆ ଦିଲ୍ଲୀ ୧୪-୮ (ଓଡ଼ିଆ ପୁଅ) ଦେଶରେ କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୮,୬୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୮୭,୬୭୩ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୩,୩୮,୦୮୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୫,୭୪୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୪୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬,୪୯୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୪୪୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୭୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୦,୭୩୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୧%

ଆରୋଗ୍ୟ ହୋଇଛନ୍ତି ୯୭.୪୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୩, ୬୧, ୮୯, ୯୦୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୩, ୮୦, ୯୩୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୯, ୧୭, ୦୦, ୫୭୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୨୨, ୨୯, ୭୯୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୧୫ ୧୨୯
ଆନ୍ଧ୍ରପ୍ରଦେଶ ୧୮୭୬୬ ୧୯୫୮୨୭୫ ୧୬୪୮ ୧୩୬୧୫ ୨୦
ଅରୁଣାଚଳ ପ୍ରଦେଶ ୨୨୮୯ ୪୮୫୯୮ ୨୭୧ ୨୫୨
ଆସାମ ୧୦୦୦୧ ୫୬୩୨୬୧ ୧୧୬୯ ୫୪୭୧ ୨୦
ବିହାର ୨୬୪ ୭୧୫୫୦୩ ୫୩ ୯୬୪୯
ଚଣ୍ଡିଗଡ଼ ୪୨ ୬୧୧୭୧ ୧୦ ୮୧୧
ଛତିଶଗଡ ୧୪୨୩ ୯୮୮୬୪୬ ୧୬୩ ୧୩୫୪୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୪୭
ଦିଲ୍ଲୀ ୪୬୮ ୧୪୧୧୪୫୨ ୮୪ ୨୫୦୬୮
୧୦ ଗୋଆ ୯୫୭ ୧୬୮୨୧୮ ୧୦୧ ୩୧୬୮
୧୧ ଗୁଜୁରାଟ ୧୭୮ ୮୧୪୮୮୫ ୨୭ ୧୦୦୭୮
୧୨ ହରିୟାଣା ୬୬୪ ୭୫୯୮୫୨ ୩୨ ୯୬୫୬
୧୩ ହିମାଚଳ ପ୍ରଦେଶ ୨୭୪୮ ୨୦୩୩୮୫ ୨୫୧ ୩୫୪୪
୧୪ ଜାମ୍ମୁ କାଶ୍ମୀର ୧୩୨୪ ୩୧୭୪୭୧ ୧୧୨ ୪୩୯୫
୧୫ ଝାଡଖଣ୍ଡ ୨୨୩ ୩୪୨୧୭୬ ୧୯ ୫୧୩୧
୧୬ କର୍ଣ୍ଣାଟକ ୨୨୭୨୯ ୨୮୬୬୭୩୯ ୧୬୭୨ ୩୬୯୩୩ ୨୨
୧୭ କେରଳ ୧୮୦୫୨୨ ୩୪୫୩୧୭୪ ୧୬୮୫୬ ୧୮୩୯୪ ୧୧୪
୧୮ ଲଦାଖ ୭୩ ୨୦୧୫୬ ୨୦ ୨୦୭
୧୯ ଲକ୍ଷଦୀପ ୩୯ ୧୦୧୮୮ ୫୧
୨୦ ମଧ୍ୟପ୍ରଦେଶ ୧୦୩ ୭୮୧୩୯୦ ୩୭ ୧୦୫୧୪
୨୧ ମହାରାଷ୍ଟ୍ର ୬୬୪୭୫ ୬୧୮୦୮୭୧ ୫୮୬୧ ୧୩୪୭୩୦ ୧୫୮
୨୨ ମଣିପୁର ୬୬୭୧ ୯୮୮୬୭ ୬୭୮ ୧୬୯୧
୨୩ ମେଘାଳୟ ୪୫୧୩ ୬୫୩୧୯ ୩୯୭ ୧୨୧୩ ୧୩
୨୪ ମିଜୋରାମ ୧୧୧୩୯ ୩୬୬୭୯ ୧୦୦୨ ୧୭୭
୨୫ ନାଗାଲାଣ୍ଡ ୧୩୪୬ ୨୭୦୯୬ ୮୧ ୫୯୪
୨୬ ଓଡ଼ିଶା ୯୬୧୯ ୯୭୫୯୯୯ ୧୨୪୩ ୬୭୫୭ ୬୦
୨୭ ପୁଡୁଚେରୀ ୯୪୪ ୧୧୯୩୫୫ ୮୩ ୧୮୦୩
୨୮ ପଞ୍ଜାବ ୫୬୮ ୫୮୨୯୪୪ ୫୩ ୧୬୩୩୪
୨୯ ରାଜସ୍ଥାନ ୨୦୫ ୯୪୪୭୫୨ ୧୩ ୮୯୫୪
୩୦ ସିକ୍କିମ୍ ୨୩୪୫ ୨୫୭୨୦ ୨୦୩ ୩୬୦
୩୧ ତାମିଲନାଡୁ ୨୦୪୧୧ ୨୫୩୦୦୯୬ ୧୮୮୭ ୩୪୪୬୨ ୩୪
୩୨ ତେଲେଙ୍ଗାନା ୭୮୧୨ ୬୪୦୦୬୫ ୬୦୯ ୩୮୩୮
୩୩ ତ୍ରିପୁରା ୧୮୨୫ ୭୮୫୧୬ ୨୬୪ ୭୭୬
୩୪ ଉତ୍ତରାଖଣ୍ଡ ୪୦୧ ୩୩୪୭୮୨ ୪୩ ୭୩୭୦
୩୫ ଉତ୍ତରପ୍ରଦେଶ ୪୬୯ ୧୬୮୫୬୨୫ ୪୪ ୨୨୭୮୨
୩୬ ପଶ୍ଚିମବଙ୍ଗ ୧୦୧୦୯ ୧୫୦୮୮୦୦ ୭୪୯ ୧୮୨୭୬
ମୋଟ ୩୮୭୬୭୩ ୩୧୩୩୮୦୮୮ ୩୫୭୪୩ ୪୩୦୭୩୨ ୪୭୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.