Home Coronavirus Outbreak ଦେଶରେ କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୪,୪୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭୫...

ଦେଶରେ କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୪,୪୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭୫ ମୃତ

52

ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୪,୪୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୬୧,୩୪୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୫,୯୭,୯୮୨ ଆରୋଗ୍ୟ ହୋଇଛନ୍ତି। ,

ଗତ ୨୪ ଘଣ୍ଟା ମଧ୍ୟରେ ୩୬,୩୪୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୯୩,୨୮୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୨୬୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୭୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୩,୯୬୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୨%

ଆରୋଗ୍ୟ ହୋଇଛନ୍ତି ୯୭.୫୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୭, ୬୧, ୧୭, ୩୫୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୬, ୩୬, ୦୪୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୦, ୪୫, ୭୬, ୧୫୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୨୧, ୨୦୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୧୯ ୧୨୯
ଆନ୍ଧ୍ରପ୍ରଦେଶ ୧୫୪୭୨ ୧୯୭୦୮୬୪ ୧୬୯୫ ୧୩୭୦୨
ଅରୁଣାଚଳ ପ୍ରଦେଶ ୧୪୭୦ ୫୦୩୧୭ ୨୧୭ ୨୫୭
ଆସାମ ୮୨୫୭ ୫୬୯୬୫୦ ୭୩୪ ୫୫୫୧ ୧୩
ବିହାର ୧୬୯ ୭୧୫୭୪୨ ୨୧ ୯୬୪୯
ଚଣ୍ଡିଗଡ଼ ୪୩ ୬୧୨୦୧ ୮୧୨
ଛତିଶଗଡ ୯୩୧ ୯୮୯୫୬୦ ୭୫ ୧୩୫୫୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୦
ଦିଲ୍ଲୀ ୪୫୯ ୧୪୧୧୭୩୬ ୪୬ ୨୫୦୭୯
୧୦ ଗୋଆ ୯୦୬ ୧୬୮୮୭୮ ୧୧୪ ୩୧୮୨
୧୧ ଗୁଜୁରାଟ ୧୮୬ ୮୧୫୦୦୮ ୧୪ ୧୦୦୭୮
୧୨ ହରିୟାଣା ୬୭୫ ୭୫୯୯୭୨ ୧୬ ୯୬୬୫
୧୩ ହିମାଚଳ ପ୍ରଦେଶ ୨୪୧୩ ୨୦୫୪୫୭ ୪୦୨ ୩୫୬୨
୧୪ ଜାମ୍ମୁ କାଶ୍ମୀର ୧୧୪୧ ୩୧୮୪୦୯ ୧୨୬ ୪୪୦୧
୧୫ ଝାଡଖଣ୍ଡ ୨୧୫ ୩୪୨୩୬୦ ୨୫ ୫୧୩୨
୧୬ କର୍ଣ୍ଣାଟକ ୨୧୧୮୭ ୨୮୭୭୭୮୫ ୧୪୦୮ ୩୭୧୦୫ ୧୭
୧୭ କେରଳ ୧୮୨୮୧୮ ୩୫୮୪୬୩୪ ୧୭୧୪୨ ୧୯୩୪୫ ୯୯
୧୮ ଲଦାଖ ୭୨ ୨୦୨୦୪ ୧୨ ୨୦୭
୧୯ ଲକ୍ଷଦୀପ ୩୩ ୧୦୨୨୨ ୫୧
୨୦ ମଧ୍ୟପ୍ରଦେଶ ୯୫ ୭୮୧୪୭୯ ୧୦୫୧୫
୨୧ ମହାରାଷ୍ଟ୍ର ୫୮୯୫୮ ୬୨୨୧୩୦୫ ୬୩୮୪ ୧୩୫୬୭୨ ୧୦୫
୨୨ ମଣିପୁର ୪୩୦୩ ୧୦୪୧୭୩ ୧୫୭୦ ୧୭୩୯
୨୩ ମେଘାଳୟ ୩୩୭୩ ୬୮୫୮୩ ୨୭୬ ୧୨୬୧
୨୪ ମିଜୋରାମ ୭୦୪୪ ୪୪୩୬୮ ୧୨୨୩ ୧୯୨
୨୫ ନାଗାଲାଣ୍ଡ ୧୦୩୨ ୨୭୮୪୧ ୮୩ ୬୦୯
୨୬ ଓଡ଼ିଶା ୮୭୦୫ ୯୮୩୨୪୫ ୯୨୬ ୭୨୨୩ ୬୯
୨୭ ପୁଡୁଚେରୀ ୯୬୩ ୧୨୦୦୦୪ ୧୦୫ ୧୮୦୬
୨୮ ପଞ୍ଜାବ ୫୩୮ ୫୮୩୨୯୧ ୮୬ ୧୬୩୫୧
୨୯ ରାଜସ୍ଥାନ ୧୫୫ ୯୪୪୮୮୬ ୧୨ ୮୯୫୪
୩୦ ସିକ୍କିମ୍ ୧୭୦୬ ୨୭୦୮୭ ୧୮୨ ୩୬୪
୩୧ ତାମିଲନାଡୁ ୧୯୬୨୧ ୨୫୪୩୩୧୯ ୧୮୮୭ ୩୪୬୬୩ ୨୪
୩୨ ତେଲେଙ୍ଗାନା ୬୭୨୮ ୬୪୩୮୧୨ ୪୯୪ ୩୮୫୪
୩୩ ତ୍ରିପୁରା ୧୨୮୫ ୭୯୮୭୧ ୨୩୭ ୭୮୫
୩୪ ଉତ୍ତରାଖଣ୍ଡ ୩୩୩ ୩୩୫୦୦୭ ୨୪ ୭୩୭୬
୩୫ ଉତ୍ତରପ୍ରଦେଶ ୪୦୮ ୧୬୮୫୮୭୭ ୨୩ ୨୨୭୯୧
୩୬ ପଶ୍ଚିମବଙ୍ଗ ୯୬୩୫ ୧୫୧୩୭୬୬ ୭୬୭ ୧୮୩୪୬
ମୋଟ ୩୬୧୩୪୦ ୩୧୫୯୭୯୮୨ ୩୬୩୪୭ ୪୩୩୯୬୪ ୩୭୫

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.