Home Top News ଦେଶରେ କରୋନା ଟିକାକରଣକୁ ପୂରିଲା ବର୍ଷେ : ଗତବର୍ଷ ଜାନୁଆରୀ ୧୬ ତାରିଖରେ ଟିକାକରଣ ଆରମ୍ଭ...

ଦେଶରେ କରୋନା ଟିକାକରଣକୁ ପୂରିଲା ବର୍ଷେ : ଗତବର୍ଷ ଜାନୁଆରୀ ୧୬ ତାରିଖରେ ଟିକାକରଣ ଆରମ୍ଭ ହୋଇଥିଲା

78

ନୂଆ ଦିଲ୍ଲୀ ୧୬ -୧ (ଓଡ଼ିଆ ପୁଅ) ଦେଶରେ କରୋନା ଟିକାକରଣକୁ ପୂରିଲା ବର୍ଷେ। ଗତବର୍ଷ ଜାନୁଆରୀ ୧୬ ତାରିଖରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା।

ଭାରତ ସରକାରଙ୍କ ଦ୍ବାରା ୧୫-୧୮ ବର୍ଷ ବୟସର କିଶୋରମାନଙ୍କର କୋଭିଡ ଟିକାକରଣ ୩ ଜାନୁଆରୀ, ୨୦୨୨ ରୁ ଆରମ୍ଭ ହୋଇଛି!

ଗତ କାଲିସୁଦ୍ଧା ଦେଶରେ ମୋଟ ଟିକାକରଣ ୧, ୫୬, ୦୨, ୫୧, ୧୧୭ ହୋଇଥିଲା।

ଅପରପକ୍ଷରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨, ୬୮, ୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଓମିକ୍ରନ୍ ମାମଲା ୬, ୦୪୧ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.