Home Top News ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦୮...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦୮ ମୃତ

24

ନୂଆ ଦିଲ୍ଲୀ ୦୮-୦୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୯,୯୪୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୦୬,୧୫୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮,୦୫୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୭୧,୩୦୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪,୧୭୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୫,୨୧୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୨%

ଆରୋଗ୍ୟ ହୋଇଛନ୍ତି ୯୮.୬୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୯, ୧୩, ୪୧, ୨୯୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୧, ୩୪, ୪୬୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୭, ୪୩, ୧୦, ୫୬୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୮, ୭୩, ୩୯୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୯୦ ୧୨୯
ଆନ୍ଧ୍ରପ୍ରଦେଶ ୮୮୭ ୨୩୦୨୮୬୨ ୨୩୭ ୧୪୭୨୯
ଅରୁଣାଚଳ ପ୍ରଦେଶ ୫୬ ୬୪୧୧୯ ୧୪ ୨୯୬
ଆସାମ ୧୪୧୩ ୭୧୬୧୧୨ ୧୪ ୬୬୩୯
ବିହାର ୧୭୧ ୮୧୭୮୬୪ ୩୫ ୧୨୨୫୫
ଚଣ୍ଡିଗଡ଼ ୬୬ ୯୦୫୭୫ ୧୧୬୫
ଛତିଶଗଡ ୬୭୧ ୧୧୩୬୮୪୮ ୧୧୩ ୧୪୦୩୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୫
ଦିଲ୍ଲୀ ୧୦୯୫ ୧୮୩୪୬୩୮ ୩୨୧ ୨୬୧୩୭
୧୦ ଗୋଆ ୧୨୧ ୨୪୧୧୭୬ ୨୨ ୩୮୨୮
୧୧ ଗୁଜୁରାଟ ୮୧୩ ୧୨୧୧୫୫୫ ୧୪୨ ୧୦୯୩୭
୧୨ ହରିୟାଣା ୧୧୦୩ ୯୭୧୪୭୭ ୨୪୮ ୧୦୫୭୫
୧୩ ହିମାଚଳ ପ୍ରଦେଶ ୪୯୮ ୨୭୯୧୫୫ ୯୬ ୪୧୨୪
୧୪ ଜାମ୍ମୁ କାଶ୍ମୀର ୩୨୫ ୪୪୮୧୯୬ ୫୭ ୪୭୪୯
୧୫ ଝାଡଖଣ୍ଡ ୧୯୯ ୪୨୯୦୬୫ ୬୧ ୫୩୧୫
୧୬ କର୍ଣ୍ଣାଟକ ୩୦୮୭ ୩୮୯୯୬୪୭ ୩୪୯ ୩୯୯୯୬
୧୭ କେରଳ ୧୩୬୮୪ ୬୪୩୩୩୬୫ ୨୪୨୪ ୬୬୨୬୩ ୮୩
୧୮ ଲଦାଖ ୧୧୭ ୨୭୭୮୫ ୧୩ ୨୨୮
୧୯ ଲକ୍ଷଦୀପ ୧୧୩୪୮ ୫୨
୨୦ ମଧ୍ୟପ୍ରଦେଶ ୧୦୩୭ ୧୦୨୮୪୦୨ ୩୯୫ ୧୦୭୩୩
୨୧ ମହାରାଷ୍ଟ୍ର ୭୪୭୫ ୭୭୧୭୮୨୩ ୪୬୧ ୧୪୩୭୪୦
୨୨ ମଣିପୁର ୧୧୯ ୧୩୪୬୬୯ ୧୩୪ ୨୧୧୫
୨୩ ମେଘାଳୟ ୧୪୦ ୯୧୮୭୬ ୧୫୮୫
୨୪ ମିଜୋରାମ ୪୨୦୯ ୨୧୩୮୦୦ ୧୧୫୩ ୬୬୪
୨୫ ନାଗାଲାଣ୍ଡ ୬୨ ୩୪୬୧୧ ୭୫୭
୨୬ ଓଡ଼ିଶା ୧୧୪୧ ୧୨୭୫୭୬୭ ୨୨୫ ୯୧୦୧
୨୭ ପୁଡୁଚେରୀ ୨୮ ୧୬୩୭୫୫ ୧୧ ୧୯୬୨
୨୮ ପଞ୍ଜାବ ୩୫୬ ୭୪୦୪୧୧ ୬୧ ୧୭୭୨୧
୨୯ ରାଜସ୍ଥାନ ୨୬୪୫ ୧୨୬୯୨୭୦ ୨୩୭ ୯୫୪୫
୩୦ ସିକ୍କିମ୍ ୩୪ ୩୮୬୧୫ ୪୪୩
୩୧ ତାମିଲନାଡୁ ୨୪୧୪ ୩୪୧୦୭୪୦ ୫୧୨ ୩୮୦୧୭
୩୨ ତେଲେଙ୍ଗାନା ୧୫୨୫ ୭୮୪୨୨୪ ୨୮୭ ୪୧୧୧
୩୩ ତ୍ରିପୁରା ୯୯୯୪୧ ୯୧୯
୩୪ ଉତ୍ତରାଖଣ୍ଡ ୭୮୪ ୪୨୮୨୭୭ ୯୨ ୭୬୮୭
୩୫ ଉତ୍ତରପ୍ରଦେଶ ୨୦୭୦ ୨୦୪୩୭୧୨ ୧୯୪ ୨୩୪୭୬
୩୬ ପଶ୍ଚିମବଙ୍ଗ ୧୫୮୭ ୧୯୯୩୧୪୫ ୧୧୬ ୨୧୧୮୦
ମୋଟ ୪୯୯୪୮ ୪୨୪୦୬୧୫୦ ୮୦୫୫ ୫୧୫୨୧୦ ୧୦୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.