Home Top News ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫, ୪୭୬ ନୂଆ ଆକ୍ରାନ୍ତ...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫, ୪୭୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫୮ ମୃତ

38

ନୂଆ ଦିଲ୍ଲୀ ୬-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫, ୪୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୫୯, ୪୪୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪, ୨୩, ୮୮, ୪୭୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯, ୭୫୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪, ୨୯, ୬୨, ୯୫୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪, ୪୩୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୫୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫, ୧୫, ୦୩୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୪%

ଆରୋଗ୍ୟ ହୋଇଛନ୍ତି ୯୮.୬୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୮, ୮୩, ୭୯, ୨୪୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୬, ୧୯, ୭୭୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୭, ୨୮, ୨୪, ୨୪୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୯, ୦୯, ୯୮୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୮୮ ୧୨୯
ଆନ୍ଧ୍ରପ୍ରଦେଶ ୧୧୫୧ ୨୩୦୨୪୫୮ ୨୬୬ ୧୪୭୨୯
ଅରୁଣାଚଳ ପ୍ରଦେଶ ୭୩ ୬୪୦୯୭ ୨୯୬
ଆସାମ ୧୪୩୬ ୭୧୬୦୮୪ ୧୮ ୬୬୩୯
ବିହାର ୨୦୪ ୮୧୭୭୮୬ ୩୯ ୧୨୨୫୫
ଚଣ୍ଡିଗଡ଼ ୮୩ ୯୦୫୪୭ ୨୫ ୧୧୬୫
ଛତିଶଗଡ ୮୩୧ ୧୧୩୬୫୬୨ ୧୩୭ ୧୪୦୩୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୪
ଦିଲ୍ଲୀ ୧୩୫୦ ୧୮୩୩୯୭୯ ୩୯୦ ୨୬୧୩୪
୧୦ ଗୋଆ ୧୪୮ ୨୪୧୧୩୪ ୪୨ ୩୮୨୭
୧୧ ଗୁଜୁରାଟ ୯୮୪ ୧୨୧୧୨୭୩ ୧୮୬ ୧୦୯୩୪
୧୨ ହରିୟାଣା ୧୨୪୮ ୯୭୧୦୪୩ ୨୭୭ ୧୦୫୭୧
୧୩ ହିମାଚଳ ପ୍ରଦେଶ ୫୩୭ ୨୭୯୦୧୩ ୬୬ ୪୧୨୨
୧୪ ଜାମ୍ମୁ କାଶ୍ମୀର ୩୮୦ ୪୪୮୦୮୫ ୭୯ ୪୭୪୯
୧୫ ଝାଡଖଣ୍ଡ ୨୪୮ ୪୨୮୯୭୩ ୩୮ ୫୩୧୫
୧୬ କର୍ଣ୍ଣାଟକ ୩୩୨୪ ୩୮୯୯୦୩୪ ୪୫୮ ୩୯୯୮୮
୧୭ କେରଳ ୧୬୬୩୭ ୬୪୨୭୯୦୮ ୨୯୮୮ ୬୬୧୩୬ ୧୨୪
୧୮ ଲଦାଖ ୧୨୩ ୨୭୭୬୧ ୧୯ ୨୨୮
୧୯ ଲକ୍ଷଦୀପ ୧୧୩୪୭ ୫୨
୨୦ ମଧ୍ୟପ୍ରଦେଶ ୧୫୫୯ ୧୦୨୭୬୦୭ ୪୬୫ ୧୦୭୩୩
୨୧ ମହାରାଷ୍ଟ୍ର ୮୦୪୦ ୭୭୧୬୬୭୪ ୯୬୩ ୧୪୩୭୩୭ ୧୦
୨୨ ମଣିପୁର ୨୬୮ ୧୩୪୫୦୬ ୨୩ ୨୧୧୪
୨୩ ମେଘାଳୟ ୧୪୭ ୯୧୮୫୨ ୨୧ ୧୫୮୩
୨୪ ମିଜୋରାମ ୪୬୧୫ ୨୧୨୩୨୯ ୧୦୬୨ ୬୬୨
୨୫ ନାଗାଲାଣ୍ଡ ୬୨ ୩୪୬୦୦ ୭୫୭
୨୬ ଓଡ଼ିଶା ୧୪୩୪ ୧୨୭୫୨୨୮ ୨୦୯ ୯୦୯୮
୨୭ ପୁଡୁଚେରୀ ୪୪ ୧୬୩୭୩୬ ୧୧ ୧୯୬୨
୨୮ ପଞ୍ଜାବ ୪୧୮ ୭୪୦୨୭୫ ୬୭ ୧୭୭୧୯
୨୯ ରାଜସ୍ଥାନ ୨୯୪୦ ୧୨୬୮୬୭୨ ୨୯୫ ୯୫୪୨
୩୦ ସିକ୍କିମ୍ ୩୭ ୩୮୬୦୭ ୪୪୩
୩୧ ତାମିଲନାଡୁ ୩୧୩୧ ୩୪୦୯୬୭୪ ୫୯୬ ୩୮୦୧୨
୩୨ ତେଲେଙ୍ଗାନା ୧୯୩୯ ୭୮୩୬୨୬ ୩୪୮ ୪୧୧୧
୩୩ ତ୍ରିପୁରା ୧୦ ୯୯୯୪୦ ୯୧୯
୩୪ ଉତ୍ତରାଖଣ୍ଡ ୧୯୬୪ ୪୨୬୭୨୬ ୪୦ ୭୬୮୬
୩୫ ଉତ୍ତରପ୍ରଦେଶ ୨୩୬୪ ୨୦୪୩୧୨୬ ୪୬୧ ୨୩୪୭୫
୩୬ ପଶ୍ଚିମବଙ୍ଗ ୧୭୦୩ ୧୯୯୨୮୯୧ ୧୪୮ ୨୧୧୭୮
ମୋଟ ୫୯୪୪୨ ୪୨୩୮୮୪୭୫ ୯୭୫୪ ୫୧୫୦୩୬ ୧୫୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.