Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୯୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୧୮୦...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୯୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୧୮୦ ମୃତ

41

ନୂଆ ଦିଲ୍ଲୀ ୧-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୯୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୨,୪୭୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୩,୨୪,୫୫୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୬,୮୬୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୩୧,୦୪୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୦,୧୨୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୮୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୪,୦୨୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୨%

ଆରୋଗ୍ୟ ହୋଇଛନ୍ତି ୯୮.୫୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୭, ୭୦, ୨୫, ୯୧୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୮, ୨୨, ୫୧୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୬, ୮୩, ୮୨, ୯୯୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୯, ୦୧, ୬୪୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୭୯ ୧୨୯
ଆନ୍ଧ୍ରପ୍ରଦେଶ ୨୩୨୫ ୨୩୦୦୭୬୦ ୫୯୫ ୧୪୭୨୭
ଅରୁଣାଚଳ ପ୍ରଦେଶ ୧୩୪ ୬୩୯୯୭ ୨୯ ୨୯୬
ଆସାମ ୧୫୨୩ ୭୧୫୯୬୨ ୫୯ ୬୬୩୮
ବିହାର ୩୨୨ ୮୧୭୫୧୪ ୨୮ ୧୨୨୫୫
ଚଣ୍ଡିଗଡ଼ ୧୫୫ ୯୦୪୨୦ ୧୮ ୧୧୬୫
ଛତିଶଗଡ ୧୩୯୭ ୧୧୩୫୪୬୯ ୩୯୪ ୧୪୦୨୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୩
ଦିଲ୍ଲୀ ୧୮୪୫ ୧୮୩୧୯୨୫ ୪୯୯ ୨୬୧୨୨
୧୦ ଗୋଆ ୨୭୧ ୨୪୦୯୨୭ ୨୮ ୩୮୨୧ ୨୦
୧୧ ଗୁଜୁରାଟ ୧୮୨୦ ୧୨୦୯୮୭୮ ୩୪୪ ୧୦୯୩୦
୧୨ ହରିୟାଣା ୧୯୬୩ ୯୬୯୧୫୮ ୪୬୪ ୧୦୫୬୩
୧୩ ହିମାଚଳ ପ୍ରଦେଶ ୧୦୧୪ ୨୭୮୧୭୮ ୨୧୭ ୪୧୨୧
୧୪ ଜାମ୍ମୁ କାଶ୍ମୀର ୬୮୨ ୪୪୭୫୬୭ ୧୪୮ ୪୭୪୮
୧୫ ଝାଡଖଣ୍ଡ ୪୧୮ ୪୨୮୬୪୮ ୮୧ ୫୩୧୫
୧୬ କର୍ଣ୍ଣାଟକ ୫୬୬୧ ୩୮୯୫୪୫୨ ୧୧୧୯ ୩୯୯୫୦ ୧୪
୧୭ କେରଳ ୨୭୩୬୨ ୬୪୦୬୫୧୯ ୫୨୮୩ ୬୫୩୩୩ ୧୧୦
୧୮ ଲଦାଖ ୧୫୦ ୨୭୬୩୮ ୨୯ ୨୨୮
୧୯ ଲକ୍ଷଦୀପ ୧୧୩୪୩ ୫୨
୨୦ ମଧ୍ୟପ୍ରଦେଶ ୩୪୪୯ ୧୦୨୪୭୩୧ ୭୨୧ ୧୦୭୨୭
୨୧ ମହାରାଷ୍ଟ୍ର ୧୦୬୬୧ ୭୭୧୧୩୪୩ ୯୬୭ ୧୪୩୭୦୧
୨୨ ମଣିପୁର ୩୨୨ ୧୩୪୩୪୯ ୪୧ ୨୧୧୨
୨୩ ମେଘାଳୟ ୧୭୮ ୯୧୭୨୧ ୨୨ ୧୫୭୮
୨୪ ମିଜୋରାମ ୬୮୮୦ ୨୦୭୧୧୬ ୧୭୧୩ ୬୫୭
୨୫ ନାଗାଲାଣ୍ଡ ୧୦୯ ୩୪୫୪୩ ୧୫ ୭୫୫
୨୬ ଓଡ଼ିଶା ୨୨୩୩ ୧୨୭୩୭୩୪ ୪୩୦ ୯୦୭୧
୨୭ ପୁଡୁଚେରୀ ୧୧୮ ୧୬୩୬୪୦ ୩୩ ୧୯୬୨
୨୮ ପଞ୍ଜାବ ୬୮୪ ୭୩୯୭୦୧ ୮୫ ୧୭୭୦୬
୨୯ ରାଜସ୍ଥାନ ୪୧୩୫ ୧୨୬୬୧୪୪ ୧୧୧୬ ୯୫୩୭
୩୦ ସିକ୍କିମ୍ ୫୨ ୩୮୫୭୩ ୧୧ ୪୪୩
୩୧ ତାମିଲନାଡୁ ୫୭୪୫ ୩୪୦୫୬୨୪ ୧୦୧୩ ୩୮୦୦୪
୩୨ ତେଲେଙ୍ଗାନା ୨୯୬୮ ୭୮୧୮୫୨ ୪୨୫ ୪୧୧୧
୩୩ ତ୍ରିପୁରା ୨୪ ୯୯୯୧୯ ୯୧୯
୩୪ ଉତ୍ତରାଖଣ୍ଡ ୨୩୩୦ ୪୨୬୧୨୨ ୧୨୦ ୭୬୮୩
୩୫ ଉତ୍ତରପ୍ରଦେଶ ୩୬୯୮ ୨୦୪୦୬୬୮ ୬୦୩ ୨୩୪୫୬
୩୬ ପଶ୍ଚିମବଙ୍ଗ ୧୮୨୮ ୧୯୯୨୧୦୩ ୨୦୪ ୨୧୧୭୬
ମୋଟ ୯୨୪୭୨ ୪୨୩୨୪୫୫୦ ୧୬୮୬୪ ୫୧୪୦୨୩ ୧୮୦

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.