Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୦୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୯...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୦୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୯ ମୃତ

22

ନୂଆ ଦିଲ୍ଲୀ ୨୮-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୦୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୨,୬୦୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୩,୦୭,୬୮୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୬୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୨୪,୧୩୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮,୮୭୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୩,୮୪୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୪%

ଆରୋଗ୍ୟ ହୋଇଛନ୍ତି ୯୮.୫୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୭, ୫୦, ୮୬, ୩୩୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪, ୯୦, ୩୨୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୬, ୭୪, ୮୧, ୩୪୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୭, ୨୩, ୮୨୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୯୮୭୮ ୧୨୯
ଆନ୍ଧ୍ରପ୍ରଦେଶ ୨୮୫୦ ୨୩୦୦୧୬୫ ୮୦୩ ୧୪୭୨୬
ଅରୁଣାଚଳ ପ୍ରଦେଶ ୧୪୯ ୬୩୯୬୮ ୨୧ ୨୯୬
ଆସାମ ୧୫୬୯ ୭୧୫୯୦୩ ୨୨ ୬୬୩୮
ବିହାର ୩୨୧ ୮୧୭୪୮୬ ୬୯ ୧୨୨୫୫
ଚଣ୍ଡିଗଡ଼ ୧୬୫ ୯୦୪୦୨ ୨୨ ୧୧୬୫
ଛତିଶଗଡ ୧୭୦୫ ୧୧୩୫୦୭୫ ୨୯୮ ୧୪୦୨୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୩
ଦିଲ୍ଲୀ ୨୦୮୬ ୧୮୩୧୪୨୬ ୫୫୪ ୨୬୧୨୨
୧୦ ଗୋଆ ୩୦୧ ୨୪୦୮୯୯ ୪୦ ୩୮୦୧
୧୧ ଗୁଜୁରାଟ ୨୦୪୯ ୧୨୦୯୫୩୪ ୩୮୬ ୧୦୯୨୮
୧୨ ହରିୟାଣା ୨୧୯୩ ୯୬୮୬୯୪ ୩୮୩ ୧୦୫୫୭
୧୩ ହିମାଚଳ ପ୍ରଦେଶ ୧୧୪୫ ୨୭୭୯୬୧ ୯୫ ୪୧୧୯
୧୪ ଜାମ୍ମୁ କାଶ୍ମୀର ୭୮୮ ୪୪୭୪୧୯ ୧୩୭ ୪୭୪୮
୧୫ ଝାଡଖଣ୍ଡ ୪୮୧ ୪୨୮୫୬୭ ୫୫ ୫୩୧୫
୧୬ କର୍ଣ୍ଣାଟକ ୬୫୨୬ ୩୮୯୪୩୩୩ ୮୦୧ ୩୯୯୩୬ ୧୭
୧୭ କେରଳ ୩୦୭୪୫ ୬୪୦୧୨୩୬ ୫୪୯୯ ୬୫୨୨୩ ୬୨
୧୮ ଲଦାଖ ୧୬୬ ୨୭୬୦୯ ୫୨ ୨୨୮
୧୯ ଲକ୍ଷଦୀପ ୧୧୩୩୯ ୫୨
୨୦ ମଧ୍ୟପ୍ରଦେଶ ୩୮୫୧ ୧୦୨୪୦୧୦ ୮୬୯ ୧୦୭୨୭
୨୧ ମହାରାଷ୍ଟ୍ର ୧୧୨୨୫ ୭୭୧୦୩୭୬ ୧୩୬୧ ୧୪୩୬୯୭
୨୨ ମଣିପୁର ୩୩୯ ୧୩୪୩୦୮ ୫୦ ୨୧୧୧
୨୩ ମେଘାଳୟ ୧୯୬ ୯୧୬୯୯ ୨୮ ୧୫୭୮
୨୪ ମିଜୋରାମ ୭୨୬୮ ୨୦୫୪୦୩ ୫୩୯ ୬୫୭
୨୫ ନାଗାଲାଣ୍ଡ ୧୧୯ ୩୪୫୨୮ ୧୦ ୭୫୫
୨୬ ଓଡ଼ିଶା ୨୪୯୯ ୧୨୭୩୩୦୪ ୮୭୬ ୯୦୬୪
୨୭ ପୁଡୁଚେରୀ ୧୪୨ ୧୬୩୬୦୭ ୩୭ ୧୯୬୨
୨୮ ପଞ୍ଜାବ ୭୨୯ ୭୩୯୬୧୬ ୧୨୫ ୧୭୭୦୨
୨୯ ରାଜସ୍ଥାନ ୪୯୬୯ ୧୨୬୫୦୨୮ ୧୧୦୨ ୯୫୩୭
୩୦ ସିକ୍କିମ୍ ୫୯ ୩୮୫୬୨ ୪୪୩
୩୧ ତାମିଲନାଡୁ ୬୩୯୩ ୩୪୦୪୬୧୧ ୧୨୦୯ ୩୮୦୦୩
୩୨ ତେଲେଙ୍ଗାନା ୩୨୩୭ ୭୮୧୪୨୭ ୪୫୩ ୪୧୧୧
୩୩ ତ୍ରିପୁରା ୨୭ ୯୯୯୧୪ ୯୧୯
୩୪ ଉତ୍ତରାଖଣ୍ଡ ୨୩୯୨ ୪୨୬୦୦୨ ୨୫ ୭୬୮୦
୩୫ ଉତ୍ତରପ୍ରଦେଶ ୩୯୫୪ ୨୦୪୦୦୬୫ ୬୦୯ ୨୩୪୫୩
୩୬ ପଶ୍ଚିମବଙ୍ଗ ୧୯୪୪ ୧୯୯୧୮୯୯ ୨୨୦ ୨୧୧୭୫
ମୋଟ ୧୦୨୬୦୧ ୪୨୩୦୭୬୮୬ ୧୬୭୬୫ ୫୧୩୮୪୩ ୧୧୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.