Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୦,୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୩...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୦,୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୩ ମୃତ

41

ନୂଆ ଦିଲ୍ଲୀ ୨୭-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୦,୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୧୧,୪୭୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୨,୯୦,୯୨୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୦,୪୩୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୧୬,୧୧୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୦,୪୦୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୪୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୩,୭୨୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୬%

ଆରୋଗ୍ୟ ହୋଇଛନ୍ତି ୯୮.୫୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୭, ୪୪, ୦୮, ୧୨୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୪, ୦୫, ୦୪୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୬, ୩୫, ୬୯, ୧୬୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୫୫, ୧୪୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୨ ୯୮୭୫   ୧୨୯
ଆନ୍ଧ୍ରପ୍ରଦେଶ ୩୫୧୮ ୨୨୯୯୩୬୨ ୧୩୨୯  ୧୪୭୨୫
ଅରୁଣାଚଳ ପ୍ରଦେଶ ୧୬୫ ୬୩୯୪୭ ୧୯  ୨୯୬
ଆସାମ ୧୫୮୦ ୭୧୫୮୮୧ ୪୧  ୬୬୩୮
ବିହାର ୩୩୧ ୮୧୭୪୧୭ ୬୮  ୧୨୨୫୫
ଚଣ୍ଡିଗଡ଼ ୧୬୭ ୯୦୩୮୦ ୨୪  ୧୧୬୫
ଛତିଶଗଡ ୧୮୮୭ ୧୧୩୪୭୭୭ ୨୨୩  ୧୪୦୨୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୩
ଦିଲ୍ଲୀ ୨୦୬୩ ୧୮୩୦୮୭୨ ୪୬୦  ୨୬୧୧୯
୧୦ ଗୋଆ ୩୨୨ ୨୪୦୮୫୯ ୬୮  ୩୮୦୦
୧୧ ଗୁଜୁରାଟ ୨୨୭୫ ୧୨୦୯୧୪୮ ୪୯୧  ୧୦୯୨୬
୧୨ ହରିୟାଣା ୨୨୧୮ ୯୬୮୩୧୧ ୪୧୩  ୧୦୫୫୫
୧୩ ହିମାଚଳ ପ୍ରଦେଶ ୧୨୦୧ ୨୭୭୮୬୬ ୨୨୯  ୪୧୧୫
୧୪ ଜାମ୍ମୁ କାଶ୍ମୀର ୮୭୧ ୪୪୭୨୮୨ ୨୦୮  ୪୭୪୮
୧୫ ଝାଡଖଣ୍ଡ ୫୧୦ ୪୨୮୫୧୨ ୭୬  ୫୩୧୫
୧୬ କର୍ଣ୍ଣାଟକ ୬୯୭୮ ୩୮୯୩୫୩୨ ୧୦୭୩  ୩୯୯୧୯ ୧୯
୧୭ କେରଳ ୩୩୭୮୨ ୬୩୯୫୭୩୭ ୭୩୩୯  ୬୫୧୬୧ ୧୮୧
୧୮ ଲଦାଖ ୨୦୭ ୨୭୫୫୭ ୪୪  ୨୨୮
୧୯ ଲକ୍ଷଦୀପ ୧୦ ୧୧୩୩୭   ୫୨
୨୦ ମଧ୍ୟପ୍ରଦେଶ ୪୩୨୮ ୧୦୨୩୧୪୧ ୯୮୦  ୧୦୭୨୭
୨୧ ମହାରାଷ୍ଟ୍ର ୧୧୮୦୬ ୭୭୦୯୦୧୫ ୧୭୬୧  ୧୪୩୬୯୫
୨୨ ମଣିପୁର ୩୬୦ ୧୩୪୨୫୮ ୨୧୨  ୨୧୦୯
୨୩ ମେଘାଳୟ ୧୮୯ ୯୧୬୭୧ ୪୪  ୧୫୭୭
୨୪ ମିଜୋରାମ ୭୫୯୯ ୨୦୪୮୬୪ ୧୪୦୮  ୬୫୫
୨୫ ନାଗାଲାଣ୍ଡ ୧୨୮ ୩୪୫୧୮ ୧୬  ୭୫୫
୨୬ ଓଡ଼ିଶା ୩୧୩୨ ୧୨୭୨୪୨୮ ୯୦୫୬
୨୭ ପୁଡୁଚେରୀ ୧୬୯ ୧୬୩୫୭୦ ୪୨  ୧୯୬୨
୨୮ ପଞ୍ଜାବ ୭୮୭ ୭୩୯୪୯୧ ୧୮୧  ୧୭୭୦୨
୨୯ ରାଜସ୍ଥାନ ୫୫୪୨ ୧୨୬୩୯୨୬ ୮୪୫  ୯୫୩୫
୩୦ ସିକ୍କିମ୍ ୬୨ ୩୮୫୫୮ ୧୮  ୪୪୨
୩୧ ତାମିଲନାଡୁ ୭୧୬୪ ୩୪୦୩୪୦୨ ୧୪୬୪  ୩୮୦୦୨
୩୨ ତେଲେଙ୍ଗାନା ୩୫୩୯ ୭୮୦୯୭୪ ୫୧୨  ୪୧୧୧
୩୩ ତ୍ରିପୁରା ୩୩ ୯୯୯୦୮ ୧୦  ୯୧୯
୩୪ ଉତ୍ତରାଖଣ୍ଡ ୨୩୫୨ ୪୨୫୯୭୭ ୮୬  ୭୬୭୯
୩୫ ଉତ୍ତରପ୍ରଦେଶ ୪୨୩୨ ୨୦୩୯୪୫୬ ୪୭୭  ୨୩୪୫୦
୩୬ ପଶ୍ଚିମବଙ୍ଗ ୧୯୫୨ ୧୯୯୧୬୭୯ ୨୬୯  ୨୧୧୭୨
ମୋଟ ୧୧୧୪୭୨ ୪୨୨୯୦୯୨୧ ୨୦୪୩୯  ୫୧୩୭୨୪ ୨୪୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.