Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୫,୧୦୨ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୫,୧୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭୮ ମୃତ

26

ନୂଆ ଦିଲ୍ଲୀ ୨୩-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୫,୧୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୬୪,୫୨୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୧,୮୯,୮୮୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୧,୩୭୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୨% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୮,୬୭,୦୩୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୬,୫୫୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୭୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୨,୬୨୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୮%

ଆରୋଗ୍ୟ ହୋଇଛନ୍ତି ୯୮.୪୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୬, ୧୯, ୩୯, ୦୨୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୩, ୮୪, ୭୪୪

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୬, ୨୪, ୧୪, ୦୧୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୮୩, ୪୩୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୯ ୯୮୫୪ ୧୨୯
ଆନ୍ଧ୍ରପ୍ରଦେଶ ୫୫୬୫ ୨୨୯୬୪୩୦ ୬୬୨ ୧୪୭୧୬
ଅରୁଣାଚଳ ପ୍ରଦେଶ ୨୪୬ ୬୩୭୯୯ ୪୯ ୨୯୬
ଆସାମ ୧୭୬୩ ୭୧୫୬୧୫ ୧୦୪ ୬୬୩୫
ବିହାର ୫୦୮ ୮୧୭୦୪୦ ୧୪୨ ୧୨୨୫୫
ଚଣ୍ଡିଗଡ଼ ୨୧୧ ୯୦୨୩୪ ୨୭ ୧୧୬୩
ଛତିଶଗଡ ୨୫୯୬ ୧୧୩୩୨୫୩ ୪୯୬ ୧୪୦୨୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୧
ଦିଲ୍ଲୀ ୨୩୬୭ ୧୮୨୮୫୪୨ ୪୧୧ ୨୬୧୦୬
୧୦ ଗୋଆ ୫୩୩ ୨୪୦୪୮୯ ୯୮ ୩୭୯୫
୧୧ ଗୁଜୁରାଟ ୩୯୨୫ ୧୨୦୬୪୪୫ ୯୦୨ ୧୦୯୦୬
୧୨ ହରିୟାଣା ୨୮୫୫ ୯୬୫୯୬୯ ୭୪୯ ୧୦୫୩୧
୧୩ ହିମାଚଳ ପ୍ରଦେଶ ୧୫୨୮ ୨୭୬୯୦୫ ୩୬୫ ୪୧୦୫
୧୪ ଜାମ୍ମୁ କାଶ୍ମୀର ୧୪୪୮ ୪୪୬୩୫୨ ୩୮୧ ୪୭୪୭
୧୫ ଝାଡଖଣ୍ଡ ୬୨୦ ୪୨୮୧୭୫ ୮୬ ୫୩୧୫
୧୬ କର୍ଣ୍ଣାଟକ ୧୦୪୪୩ ୩୮୮୭୭୪୪ ୧୬୯୨ ୩୯୮୪୫ ୨୯
୧୭ କେରଳ ୫୪୩୯୪ ୬୩୫୯୯୫୩ ୧୦୮୯୬ ୬୪୪୦୩ ୧୩୦
୧୮ ଲଦାଖ ୩୦୫ ୨୭୩୬୯ ୫୧ ୨୨୮
୧୯ ଲକ୍ଷଦୀପ ୩୬ ୧୧୩୦୬ ୫୨
୨୦ ମଧ୍ୟପ୍ରଦେଶ ୬୧୭୨ ୧୦୧୮୯୧୭ ୧୨୪୪ ୧୦୭୧୯
୨୧ ମହାରାଷ୍ଟ୍ର ୧୭୦୬୧ ୭୬୯୯୬୨୩ ୨୪୮୮ ୧୪୩୬୩୩ ୪୭
୨୨ ମଣିପୁର ୫୯୬ ୧୩୩୮୪୮ ୯୨ ୨୧୦୪
୨୩ ମେଘାଳୟ ୨୯୧ ୯୧୪୮୨ ୯୨ ୧୫୭୩
୨୪ ମିଜୋରାମ ୯୨୪୭ ୧୯୯୩୯୪ ୧୬୭୪ ୬୪୮
୨୫ ନାଗାଲାଣ୍ଡ ୨୦୬ ୩୪୪୧୩ ୩୩ ୭୫୩
୨୬ ଓଡ଼ିଶା ୪୦୪୦ ୧୨୭୦୨୨୧ ୯୬୮ ୯୦୩୬ ୧୦
୨୭ ପୁଡୁଚେରୀ ୩୨୧ ୧୬୩୩୬୫ ୬୯ ୧୯୬୦
୨୮ ପଞ୍ଜାବ ୧୧୨୦ ୭୩୮୬୬୬ ୩୦୬ ୧୭୬୮୯
୨୯ ରାଜସ୍ଥାନ ୭୫୧୮ ୧୨୫୮୯୪୧ ୧୬୮୨ ୯୫୩୦
୩୦ ସିକ୍କିମ୍ ୧୦୯ ୩୮୪୮୯ ୧୯ ୪୪୧
୩୧ ତାମିଲନାଡୁ ୧୨୩୨୧ ୩୩୯୬୦୭୮ ୨୩୭୫ ୩୭୯୮୯
୩୨ ତେଲେଙ୍ଗାନା ୪୪୭୭ ୭୭୮୮୫୦ ୬୮୩ ୪୧୧୦
୩୩ ତ୍ରିପୁରା ୫୮ ୯୯୮୭୫ ୯୧୯
୩୪ ଉତ୍ତରାଖଣ୍ଡ ୨୪୮୦ ୪୨୫୩୩୯ ୧୫୬ ୭୬୭୫
୩୫ ଉତ୍ତରପ୍ରଦେଶ ୫୬୯୩ ୨୦୩୬୨୮୧ ୧୧୩୫ ୨୩୪୩୮
୩୬ ପଶ୍ଚିମବଙ୍ଗ ୩୪୩୭ ୧୯୮୯୨୦୦ ୧୨୩୩ ୨୧୧୫୨
ମୋଟ ୧୬୪୫୨୨ ୪୨୧୮୯୮୮୭ ୩୧୩୭୭ ୫୧୨୬୨୨ ୨୭୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.